Latest Odisha News

ନିଖୋଜ ବିମାନରେ କଙ୍କାଳ

ବିଜ୍ଞାନ ଯୁଗରେ ନୁଆ ନୂଆ ଆବିଷ୍କାର ଆମକୁ ବିସ୍ମୟ କରିଆସୁଛି । ବୈଜ୍ଞାନିକଙ୍କ ପ।ଖରେ ସବୁ ସମ୍ଭବକୁ ଅସମ୍ଭବ କରିବାର ରହିଛି କ୍ଷମତା । ହେଲେ ପ୍ରକୃତି ଭିିତରେ ଏମିତି କିଛି ଘଟଣା ଘଟୁଛି ଯାହାକି ଭେଦ କରିବାକୁ ବୈଜ୍ଞାନିକ ବି ସଫଳ ହୋଇନାହାନ୍ତି । ଆମ ଚାରିଟେ ଏମିତି ବହୁ ରହସ୍ୟ ରହିଛି । ତାହା ମଣିଷକୁ ତାଜୁବ କରିଦିଏ । ଯେମିତି ଜର୍ମାନ ସେଣ୍ଟିଆଗୋରୁ ବ୍ରାଜିଲ ଯାଉଥିବା ବିମାନ ନିଖୋଜ ଘଟଣା । ଦୀର୍ଘ ୩୫ବର୍ଷ ପରେ ଫେରିଥିଲା ବିମାନ । ଆଉ କଣ ଥିଲା ରହସ୍ୟ ଆସନ୍ତୁ ଜାଣିବା…

Leave A Reply

Your email address will not be published.