ମହାମାରୀର ଦ୍ରୁତ ସଂକ୍ରମଣ ଭିତରେ ମିଳିଲା ଆଉ ଏକ ସଂଜିବନୀ । କୋଭିସିଲ୍ଡ ଓ କୋଭାକ୍ସିନ୍ ପରେ ଏବେ ‘ସ୍ପୁଟନିକ୍ –ଭି’କୁ ମଞ୍ଜୁରୀ । ଭ।ରତରେ ବ୍ୟହୃତ ହେବ ଏହି ତୃତୀୟ ଭ୍ୟାକସିନ୍ । କ୍ଲିନିକାଲ ଟ୍ରାଏଲରେ ୯୧.୬ପ୍ରତିଶତ ପ୍ରଭାବଶାଳୀ ହୋଇଥିବା ବେଳେ ଏହି ଟିକା ୨ରୁ ୮ ଡିଗ୍ରୀ ତାପମାତ୍ରାରେ ରହିପାରିବ ।
BREAKING NEWS
- ଛିଣ୍ଡୁନି ଅଙ୍କ: ୫ ସ୍ଥାନର ପାର୍ଥୀ ବଦଳାଇଲା କଂଗ୍ରେସ
- ବିକଶିତ ଭାରତ ପାଇଁ ବିଶ୍ଵବନ୍ଧୁ ହେବା ଜରୁରୀ: ଜୟଶଙ୍କର
- ବ୍ରାଜିଲରେ ତାଣ୍ଡବ ରଚୁଛି ପ୍ରକୃତି
- ରେସଲର ବଜରଙ୍ଗ ପୁନିଆଙ୍କୁ ସାମୟିକ ଭାବେ ସସପେଣ୍ଡ କଲା ନାଡା
- କୋହଲିଙ୍କୁ ଭଲ ମନ୍ଦ କରି କହିଲେ ଗାଭାସ୍କର
- ଆସନ୍ତା ୮ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ,୧୨ ରେ ଗୃହମନ୍ତ୍ରୀ ଅମିତ ଶାହ ଓଡିଶା ଆସିବେ
- ପୁଣି ଜନନୀ ଯନ୍ତ୍ରଣା, ଖଟିଆରେ ବୁହା ହେଲେ ଗର୍ଭବତୀ
- ବ୍ରିଟିଶ ନାଗରିକ ଆକ୍ଷେପ କରି ରାହୁଲଙ୍କ ନାମାଙ୍କନ ପତ୍ର ରଦ୍ଦ ଦାବି
- ପ୍ରଧାନମନ୍ତ୍ରୀଙ୍କ ଅଯୋଧ୍ୟା ଗସ୍ତ; ରାମଲଲାଙ୍କୁ କରିବେ ଦର୍ଶନ
- ମସଲା କିଣିଲା ବେଳେ ହୋଇଯାଆନ୍ତୁ ସାବଧାନ, ହଳଦୀ ଏବଂ ଲଙ୍କାଗୁଣ୍ଡରେ ମିଶୁଛି ସିନ୍ଥେଟିକ୍ ରଙ୍ଗ