ମୁମ୍ବାଇ: ଚଳିତ ଆଇପିଏଲରେ ସୋମବାର ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହେବ । ଟସ୍ ଜିତି ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ଫଳରେ ମହେନ୍ଦ୍ର ସିଂ ଧୋନୀ ନେତୃତ୍ୱାଧୀନ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିବ । ରାଜସ୍ଥାନ ତାର ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତନ କରି ନାହିଁ ।
ଚେନ୍ନାଇ ସୁପର କିଙ୍ଗ୍ସ: ଋତୁରାଜ ଗାଏକ୍ୱାଡ, ଫାପ୍ ଡୁ ପ୍ଲେସି, ମୋଇନ ଅଲୀ, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ସାମ କୁରାନ, ରବୀନ୍ଦ୍ର ଜାଡେଜ. ଏମଏସ ଧୋନୀ(ଅଧିନାୟକ), ଡ୍ୱେନ ବ୍ରାଭୋ, ଶାର୍ଦ୍ଦୁଳ ଠାକୁର, ଦୀପକ ଚାହର ।
ରାଜସ୍ଥାନ ରୟାଲ୍ସ: ଜୋସ ବଟଲର, ମାନନ ଭୋରା, ସଞ୍ଜୁ ସାମସନ(ଅଧିନାୟକ), ଶିବମ ଦୁବେ, ଡେଭିଡ ମିଲର, ରିୟାନ ପରାଗ, ରାହୁଲ ତେୱାଟିଆ, କ୍ରିସ ମୋରିସ, ଜୟଦେବ ଉନାଡକଟ, ଚେତନ ସାକରିୟା, ମୁସ୍ତାଫିଜୁର ରହେମାନ ।
BREAKING NEWS
- ପାଠ୍ୟପୁସ୍ତକ ତ୍ରୁଟି ମାମଲା: ପର୍ଦ୍ଦାଫାସ୍ କରିବ କ୍ରାଇମବ୍ରାଞ୍ଚ, ୫ ଜଣିଆ ଟିମର ଖୋଳତାଡ଼
- ଆନ୍ଧ୍ରପ୍ରଦେଶରେ କୋଭିଡ୍ ମୃତ୍ୟୁ, ଓଡ଼ିଶା ସୀମାରେ ହାଇଆଲର୍ଟ
- ଆଣ୍ଟିଵାୟୋଟିକରେ ପୋକ! ମେଡିକାଲରେ ମିଳୁଛି ପୋକରା ଔଷଧ
- ରଥଯାତ୍ରା ପାଇଁ ସୁରକ୍ଷା କଡ଼ାକଡ଼ି, ମୁତୟନ ହେଲେ NDRFର ସ୍ବତନ୍ତ୍ର ଟିମ୍
- ଭିଜିଲାନ୍ସ ଜାଲରେ କୋରାପୁଟ ITDA ସହକାରୀ ନିର୍ଦ୍ଦେଶକ
- ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଘୂର୍ଣ୍ଣିବଳୟ: ରଥଯାତ୍ରା ବେଳକୁ ବଢ଼ିବ ବର୍ଷାର ପରିମାଣ
- କାକଦ୍ବୀପ ନିକଟରୁ ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର
- ଆମେରିକା ଏବଂ ଇରାନ ସଂଘର୍ଷ; ୩% ବଢିଲା ଅଶୋଧିତ ତୈଳ ମୂଲ୍ୟ
- ବ୍ୟାଙ୍କକ୍ରେ ଭୟାବହ ଅଗ୍ନିକାଣ୍ଡ; ୨୭ ମୃତ, ବହୁ ଆହତ
- କୁମାର ସାନୁଙ୍କ ପୁଅ କୋଭିଡ ପଜିଟିଭ, ହସ୍ପିଟାଲରୁ ସେୟାର କଲେ ମଜାଦାର ଭିଡିଓ
Comments are closed.