ବିଜନେସ୍ ଟାଇକୁନ୍ ରତନ ଟାଟା । ଜଣେ ଶିଳ୍ପପତି ଆଉ ସମାଜସେବୀ । ପ୍ରଥମେ ଆଇବିଏମ୍ରୁ ଚାକିରୀ ଛାଡି ଟାଟା ଷ୍ଟିଲରୁ କାମ ଆରମ୍ଭ କରିଥିଲେ ରତନ । ଦେଶର ସମସ୍ୟା ଆଉ ସଙ୍କଟ କାଳରେ ସବୁବେଳେ ସହଯୋଗ ପାଇଁ ଆଗକୁ ଆସିଛନ୍ତି । ଏପରିକି କରୋନା ଭଳି ବିପତ୍ତି ସମୟରେ ମଧ୍ୟ ପ୍ରତିଦିନ ୩ଶହ ଟନ୍ ଅକ୍ସିଜେନ୍ ମେଡିକାଲକୁ ପ୍ରଦାନ । ପୂର୍ବ ବର୍ଷ ମଧ୍ୟ କରୋନା ସମୟରେ ସହାୟତା କରିଥିଲେ । ସମାଜ ସେବା ସହିତ ପରିବେଶ ସୁରକ୍ଷା ପ୍ରତି ବେଶ୍ ସଚେତନ ରତନ ଟାଟା ।
BREAKING NEWS
- ଖୁବଶୀଘ୍ର ଆରମ୍ଭ ହେବ ଇସ୍ରୋର ମିଶନ ମଙ୍ଗଳୟାନ-୨
- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିଜେପି ଉପରେ ବର୍ଷିଲେ ପାଣ୍ଡିଆନ
- ‘ଭଡାଟିଆଙ୍କୁ ଆଣି ସରକାର ଚଳାଇଛି ବିଜେଡି’
- ତାତିରେ ଲାଗିବ ବ୍ରେକ୍; ୨୨ରେ ସୃଷ୍ଟି ହେବ ଲଘୁଚାପ, ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା
- ଦରଦାମ ବୃଦ୍ଧିରେ ଓଡ଼ିଶା ଦେଶରେ ଏକ ନମ୍ବର
- କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ୍; ‘୧୦ ବର୍ଷରେ ଚିଲିକାରେ ସେତୁ ହେଲା କି?’
- ଆସିଲା ଦ୍ବିତୀୟ ପର୍ଯ୍ୟାୟ ଏଡିଆର ରିପୋର୍ଟ; ୩୩% ବିଧାୟକ ପ୍ରାର୍ଥୀ କୋଟିପତି
- ଆଜିଠୁ ଆରମ୍ଭ ସିପିଇଟି-୨୪ ପରୀକ୍ଷା ପାଇଁ ଆବେଦନ
- ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ: ଆଜି ଶେଷ ହେବ ପ୍ରଚାର, ସରିଲାଣି ସମସ୍ତ ପ୍ରସ୍ତୁତି
- କ୍ରିକେଟର ମୀନା ବଜାରରେ ରୋହିତଙ୍କୁ ହରାଇଲା କି ମୁମ୍ବାଇ ଇଣ୍ଡିଆନ୍ସ