ଭୁବନେଶ୍ବର : ବିରୋଧୀ ଦଳ ମୁଖ୍ୟ ପ୍ରଦୀପ୍ତ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏମସ ଡାକ୍ତରୀ ଦଳଙ୍କ ସହ ଆଲୋଚନା କରି ପ୍ରଦୀପ୍ତ ନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଦୀପ୍ତ ନାୟକ ବର୍ତ୍ତମାନ କୋଭିଡ ନେଗେଟିଭ୍ ଚିହ୍ନଟ ହୋଇଥିବା ବେଳେ, ତାଙ୍କୁ ଏବେ ଭେଣ୍ଟିଲେଟରରେ ରଖାଯାଇଛି । ଏଥିସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଡାକ୍ତରୀ ଦଳ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିବା କହିଛନ୍ତି ଭୁବନେଶ୍ବର ଏମସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳି । ତେବେ ମୁଖ୍ୟମନ୍ତ୍ରୀ ପ୍ରଦୀପ୍ତ ନାୟକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
BREAKING NEWS
- ପ୍ରବଳ ବର୍ଷା ଆଶଙ୍କା; ବଲାଙ୍ଗୀର ସମେତ ଏସବୁ ଜିଲ୍ଲାରେ ୨ ଦିନ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
- ବନ୍ଦେ ମାତରମ୍ କୁ ନେଇ ସୁପ୍ରିମକୋର୍ଟଙ୍କ ବଡ ନିର୍ଦ୍ଦେଶ
- ନ୍ୟୁୟର୍କରେ ଶେହବାଜ ସରିଫ୍ ହଟହଟା, ଲୋକେ କହିଲେ ଚୋର ଆସିଲା ଚୋର…
- ଆଜି ରାତିରେ ଗଞ୍ଜାମ ଉପକୂଳ ଅତିକ୍ରମ କରିପାରେ ଅବପାତ; ଓଡ଼ିଶାରେ ପ୍ରବଳ ବର୍ଷା…
- ପାକିସ୍ତାନର ମିତ୍ର ଦେଶ: ଭାରତରୁ କିଣିଲା ରେକର୍ଡ ପରିମାଣର ଡିଜେଲ୍
- ରାଜ୍ୟରେ ଲଗାଣ ବର୍ଷା ଆଶଙ୍କା: ଯାତ୍ରୀଙ୍କ ସୁରକ୍ଷା ପାଇଁ ସଜାଗ ରହିବାକୁ ଆରଟିଓଙ୍କୁ ନିର୍ଦ୍ଦେଶ ଦେଲେ ସରକାର
- ଭୟ ବଢ଼ାଉଛି ଲଘୁଚାପ: ଗଭୀର ଅବପାତରେ ପରିଣତ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
- ମାଙ୍କଡ଼ ଭୟରୁ ମୁକ୍ତି: ବିନା କୌଣସି କ୍ଷତିରେ ଘରୁ ମାଙ୍କଡ଼ ଘଉଡ଼ାଇବାର ୫ଟି ସହଜ କୌଶଳ
- ଟିଏମସି ପାଇଁ ତିଆରି ହୋଇଥିଲା ଦେଢ଼ ଲକ୍ଷ ପତାକା, ଏବେ ଚିହ୍ନ ରଦ୍ଦ ଆଶଙ୍କାରେ ଚିନ୍ତାରେ କ୍ଷୁଦ୍ର ବ୍ୟବସାୟୀ
- ଆନ୍ତର୍ଜାତୀୟ ଟି୨୦ରେ ଭାରତର ବିଶ୍ୱରେକର୍ଡ

Comments are closed.