ଟାଙ୍ଗି : ଟାଙ୍ଗି ଚାନ୍ଦପୁର ପୋଲିସ୍ ହାତରେ ପଡିଛନ୍ତି ବ୍ରାଉନ ସୁଗାର ବେପାରୀ । ବ୍ରାଉନସୁଗାର କାରବାର ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଏଥିସହ ୭ ଗ୍ରାମ୍ ବ୍ରାଉନ ସୁଗାର ଜବତ ହୋଇଛି । ଚାନ୍ଦପୁରରେ ବିକ୍ରି କରିବା ପାଇଁ ବ୍ରାଉନ ସୁଗାର ଆଣିଥିବା ବେଳେ, ରାଇପଡା ନିକଟରୁ ଏମାନଙ୍କୁ କାବୁ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତ ହେଲେ କଟକ ବାଙ୍କୀ ଥାନା କିଆପାଳ ନୂଆଗାଁର କୃଷ୍ଣ ଧଳ ଓ ତାର ସ୍ତ୍ରୀ ପ୍ରଭାତୀ ଧଳ, ଖୋର୍ଦ୍ଧା ସଦର ଥାନା ବାସେଳୀ ସାହିର କହ୍ନେଇ ଘଟୁଆଳ ଓ ଖୋର୍ଦ୍ଧା ଦେଉଳୀ ଅଞ୍ଚଳର ସୁମନ୍ତ ନାୟକ ।
BREAKING NEWS
- ପିଙ୍କବଲ ଟେଷ୍ଟ: ଅଷ୍ଟ୍ରେଲିଆ ୪୪ ରନରେ ଅଗ୍ରଣୀ
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
- Textbooks: ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ…ପିଲା ପଢିବେ ନୂଆ ବହି
- ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ
- ବିମାନ ବାତିଲ ପାଇଁ ହଟହଟା ନବବିବାହିତ; ଭିସିରେ ଯୋଗଦେଲେ…
- ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡ଼କୁ ଯାଉଛି ଭାରତ-ରୁଷ
Comments are closed.