Latest Odisha News

BREAKING NEWS

Browsing Tag

Brown Sugar seized

ଭଦ୍ରକରୁ ୧୭ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଭଦ୍ରକ: ଗ୍ରାମାଞ୍ଚଳ ପୋଲିସକୁ ବଡ଼ ସଫଳତା। ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ କଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ। ୧୧୮ ଗ୍ରାମର ବ୍ରାଉନ ସୁଗାର ଜବତ କରି ଜଣଙ୍କୁ ଗିରଫ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୧୭ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ପୋଲିସ ପାଟ୍ରୋଲିଂ ବେଳେ ବ୍ରାଉନ…

ବାଇକ୍ ସହ ଅଢେଇ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗକୁ ସଫଳତା ମିଳିଛି । ଯାଞ୍ଚ ବେଳେ ଜଣେ ବ୍ରାଉନସୁଗାର ବେପାରୀକୁ ଧରିବାରେ ସଫଳ ହୋଇଛି । ତାଳଚେର ସମଲ ଅଞ୍ଚଳରେ ବ୍ୟାପକ ଭାବେ ନିଶା କାରବାର ବଢ଼ି ଚାଲିଥିବା ବେଳେ ଆଜି ବିଜୟ ସାହୁ ନାମକ ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି ତାଳଚେର ଅବକାରୀ ବିଭାଗ ।…

୬ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ

ଅନୁଗୁଳ : ଅନୁଗୁଳରୁ ପୁଣି ଜବତ ହେଲା ଧଳାଜହର। ଖବର ପାଇ ଅବକାରୀ ବିଭାଗ ଚଢାଉ କରି ୬୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଏହା ସହିତ ଜଣେ ବେପାରୀଙ୍କୁ ମଧ୍ୟ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ନାଲକୋ ନଗର ଥାନା ଅନ୍ତର୍ଗତ ବଳରାମ ପ୍ରସାଦର ସୌଭାଗ୍ୟ ସୁବୁଦ୍ଧି ଓରଫ ସନା ।…

ବାଇକରେ ବ୍ରାଉନସୁଗାର ଚୋରା ଚାଲାଣ ବେଳେ ୩ ଗିରଫ

ବରଗଡ଼: ଅତାବିରା ପୋଲିସକୁ ବଡ଼ ସଫଳତା ମିଳିଛି । ଆନ୍ତଃରାଜ୍ୟ ବ୍ରାଉନସୁଗାର ଚୋରା ଚାଲାଣ ଗ୍ୟାଙ୍ଗକୁ ଧରିଛି ପୋଲିସ । ଅତାବିରା ଥାନା ଗୋଡ଼ଭଗା-ସରଣ୍ଡା ରାସ୍ତାରେ ବାଇକରେ ଆସୁଥିବା ୩ ଜଣ ଯୁବକଙ୍କ ପାଖରୁ ବ୍ରାଉନସୁଗାର ଜବତ ହୋଇଛି । ୧୦୯.୫ ଗ୍ରାମ୍ ବ୍ରାଉନସୁଗାର ପୋଲିସ ଜବତ…

ବ୍ରହ୍ମପୁରରେ ଜବତ ହେଲା ୧୧୨ଗ୍ରାମ ବ୍ରାଉନସୁଗର

ବ୍ରହ୍ମପୁର: ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ତରଫରୁ ବ୍ରାଉନସୁଗାର କାରବାର ଚଳାଇଥିବା ସନ୍ଦୀପ ଅଗ୍ରୱାଲ(୨୮) ଓରଫ ସାଣ୍ଡିକୁ ଗିରଫ କରାଯାଇଛି । ଏଥି ସହିତ ସାଣ୍ଡିର ବାଇକ ଡିକିରୁ ୧୧୨ ଗ୍ରାମର ବ୍ରାଉନସୁଗର ମିଳିଛି, ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ।…

[ଦେଖନ୍ତୁ ଭିଡିଓ] ଭଦ୍ରକରୁ ଜବତ ହେଲା ବ୍ରାଉନସୁଗର : ସମ୍ପୃକ୍ତି ନେଇ ୩ ଅଭିଯୁକ୍ତ ଗିରଫ

ଭଦ୍ରକ : ଭଦ୍ରକରୁ ଜବତ ହେଲା ବ୍ରାଉନ ସୁଗର। ଏଥିରେ ସମ୍ପୃକ୍ତି ନେଇ ୩ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି। ଭଦ୍ରକ ଅର୍ଣ୍ଣପାଳ ଛକ ନିକଟରେ ପୁଲିସର କଡାକଡି ଚେକିଂ କରାଯାଉଥିବା ବେଳେ ଏହି ବ୍ରାଉନସୁଗର ଜବତ ହୋଇଛି। ଏକ ବାଇକରେ କିଛି ଯୁବକ ବିନା ହେଲମେଟରେ ଯାଉଥିବା ବେଳ ପୁଲିସ ହାତରେ…

ପୁରୀରୁ ୩କୋଟି ଟଙ୍କାର ବ୍ରାଉନସୁଗାର ଜବତ : ମାଷ୍ଟରମାଇଣ୍ଡ ସମେତ ୩ଜଣ ଗିରଫ

ପୁରୀ : ପୁରୀ ମଙ୍ଗଳାଘାଟ ଅଞ୍ଚଳରୁ ୩ କିଲୋର ବ୍ରାଉନ ସୁଗାର ଜବତ ଘଟଣା । ଏହି ଘଟଣାରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ୩ଜଣ କଣାସ ଅଞ୍ଚଳର ହୋଇଥିବା ବେଳେ ଏମାନେ ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ଥିଲେ । ୩ଜଣଙ୍କ ଭିତରୁ ନଣ୍ଡା ଓରଫ ସୁଶାନ୍ତ ଏହି ଘଟଣାର…

ଜଳେଶ୍ବରରୁ ୨୬୦ ଗ୍ରାମ୍ ବ୍ରାଉନ ସୁଗର ଜବତ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ଜଳେଶ୍ବରରୁ ୨୬୦ ଗ୍ରାମ୍ ବ୍ରାଉନ ସୁଗାର ଜବତ କରାଯାଇଛି। ଏହି ମାମଲାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗୁପ୍ତଚରଙ୍କ ସୂଚନା ଆଧାରରେ ଭୋଗରାଇ ପୁଲିସ ଓ ଅବକାରୀ ବିଭାଗ ଦ୍ବାରା ବାଲେଶ୍ବର ଜିଲ୍ଲାର ଜଳେଶ୍ବରର କମର୍ଦ୍ଦା ରୋଡରେ ଚଢାଉ କରାଯାଇଥିଲା।…

[ଦେଖନ୍ତୁ ଭିଡିଓ] ପୁରୀରୁ ବ୍ରାଉନସୁଗର ଜବତ: ମାଫିଆ ଫିରୋଜ ଖାନ ସହ ୪ ଗିରଫ

ପୁରୀ: ଗିରଫ ହେଲେ ବ୍ରାଉନସୁଗର ମାଫିଆ । ମାଫିଆ ଫିରୋଜ ଖାନ ସହ ୪ ଜଣକୁ ଗିରଫ କରିଛି ପୁରୀ ପୋଲିସ । ପୁରୀରୁ ଆଜି ପୁଣି ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଛି । ପୁରୀ ସହରର ବାସେଳି ଥାନାର ମାଟିତୋଟାରେ ଏସଟିଫ ଓ ପୁଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା । ଘଟଣାସ୍ଥଳରୁ ୩୫୬.୬୬…

କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୨ ବେପାରୀ ଗିରଫ

ଢେଙ୍କାନାଳ: ପୁଣି ରାଜ୍ୟରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ୨ ଜଣ ବେପାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଢେଙ୍କାନାଳ ଜିଲ୍ଲା ଘାଟିପିରି ଗାଁ ରାସ୍ତାରେ ଡିଲ୍ ବେଳେ ଧରିଲା ଏସଟିଏଫ୍ । ଅଭିଯୁକ୍ତଙ୍କ ପାଖରୁ ଜବତ ହୋଇଛି ୧କିଲୋ ୯୦ ଗ୍ରାମ୍ ବ୍ରାଉନସୁଗର । ଯାହାର…