ଭୁବନେଶ୍ୱର: ଆମ ଚାରିପଟେ ଅନେକ ରହସ୍ୟ ରହିଛି । ବହୁ ରହସ୍ୟ ଆମ ଆଖି ଆଗରେ ରହିଥିଲେ ବି ତାହା ଭେଦ କରିବା ସମମ୍ଭ ହୋଇପାରିନି । ସେମିତି ବିଶ୍ୱର ସବୁଠୁ ରହସ୍ୟମୟ ଜଙ୍ଗଲ ହେଉଛି ଆମାଜନ୍ ଜଙ୍ଗଲ । ଯେଉଁଠି ଘଂଚ ଅରଣ୍ୟ ଭିତରେ ରହିଛି ମାଳ ମାଳ ରହସ୍ୟ ଆଉ ପ୍ରତିଦିନ ଘଟୁଛି ଅଦଭୁତ ଘଟଣା ମାନ । କୁହାଯାଏ ଏଠାରେ ଆସନ୍ତି ଏଲିଆନ୍ । ଆଉ ଏହି ଘଂଚ ଜଙ୍ଗଲ ଭିତରେ ରହିଛି ସୁନାର ଛାତ ଥିବା ଚାନ୍ଦି ମହଲ । ସତ୍ୟତା ଜାଣିବାକୁ ବହୁ ଲୋକ ତା ଭିତରକୁ ପହଂଚିଛନ୍ତି । ଚାନ୍ଦି ଘର ନେଇ କିଛି ତଥ୍ୟ ଦେବା ପୂର୍ବରୁ ସେମାନେ ଆଉ ଫେରନ୍ତି ନାହିଁ । ଯାହାକି ଏବେ ବି ରହସ୍ୟ ହୋଇ ରହିଗଲା । ଏମିତିକି କିଛି ରହସ୍ୟ ନେଇ ଦେଖିବା ଆମର ଏହି ରିପୋର୍ଟ. . .
BREAKING NEWS
- ନନ୍ଦନକାନନରେ ଅସୁସ୍ଥ ବାଘ ‘ନନ୍ଦନ’
- ତୃତୀୟ ପର୍ଯ୍ୟାୟ ମତଦାନ କାଲି, ୧୧ ରାଜ୍ୟର ୯୩ ଆସନର ହେବ ଭାଗ୍ୟ ନିରୀକ୍ଷଣ
- ଓଡ଼ୃିଶାରେ କିଏ ଗଢ଼ିବ ସରକାର? ମୋଦୀ ଦେଲେ ତାରିଖ, ପାଣ୍ଡିଆନ୍ ଦେଲେ ତାରିଖ ସହିତ ସମୟ
- ପ୍ରକାଶ ପାଇଲା ଆଇସିଏସ୍ଇ ଦଶମ ଏବଂ ଆଇଏସ୍ସି ଦ୍ୱାଦଶ ପରୀକ୍ଷା ଫଳ
- ସ୍ବାମୀ ସହ ଝଗଡା ପରେ ୬ ବର୍ଷର ଦିବ୍ୟାଙ୍ଗ ପୁଅକୁ କୁମ୍ଭୀର ମୁହଁକୁ ଫିଙ୍ଗିଲା ମା’
- ବିଜେଡି ସୁପ୍ରିମୋଙ୍କୁ ମୋଦୀଙ୍କ ଟାର୍ଗେଟ; ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କ ଭଳି ମୁଁ ନୁହେଁ
- ଟି୨୦ ବିଶ୍ୱକପରେ ଆତଙ୍କବାଦୀ ଆକ୍ରମଣ ଧମକ
- କନିଷିରୁ ମୋଦୀଙ୍କ ବଡ଼ ଦାବି, ତ୍ରିପୁରା ଭଳି ଏଥର ଓଡ଼ିଶାର ନିର୍ବାଚନ ଫଳାଫଳ ହେବ?
- ଆନ୍ଧ୍ର ଡିଜିପିଙ୍କୁ ବଦଳି ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ
- ବ୍ରହ୍ମପୁରରେ ମୋଦୀଙ୍କ ଅଭିଭାଷଣ; ଜୁନ୍ ୪ରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍, ୧୦ରେ ମୁଖ୍ୟମନ୍ତ୍ରୀ ଶପଥ ନେବେ