ଭୁବନେଶ୍ୱର: ଆଉ ନାହାନ୍ତି ବିଶିଷ୍ଟ କ୍ଷୁଦ୍ର ଗଳ୍ପ ଲେଖକ ସୁଧୀର କୁମାର ବିଜୟେନ୍ଦ୍ର ନାରାୟଣ । ହୃଦ ଘାତରେ ତାଙ୍କର ପରଲୋକ ହୋଇଯାଇଛି । ସୋମବାର ସକାଳେ ତାଙ୍କ ବାସଭବନରେ ୮୦ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ହୋଇଛି । ସେ ଜଣେ ରିଟାୟାର୍ଡ ଇଞ୍ଜିନିୟର । ତେବେ ବହୁତ ମେଳାପୀ ଓ ଉଦାର ସ୍ୱଭାବ ଥିବା ବେଳେ ଜାପାନୀ ବାବୁ ଭାବେ ବେଶ ଜଣାଶୁଣା । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଶେଷ ଦର୍ଶନ କରିବାକୁ ବାସଭବନରେ ତାଙ୍କ ପରିବାର ଲୋକେ ଉପସ୍ଥିତ ଥିବା ବେଳେ ବାହାରୁ ଲୋକଙ୍କ ଭିଡ ଲାଗିଛି ।
BREAKING NEWS
- ଖୁଚୁରା ମୂଲ୍ୟ ଅପେକ୍ଷା MRP ୧୬% ଅଧିକ, ସୁପ୍ରିମକୋର୍ଟ ପଚାରିଲେ ଔଷଧ ଦରରେ ତାରତମ୍ୟ କାହିଁକି?
- ରେଭେନ୍ସାରେ ପୁଣି ରାଗିଂ ଅଭିଯୋଗ: ଅନ୍ଲାଇନ୍ ଗେମ୍କୁ କେନ୍ଦ୍ର କରି ଜୁନିୟରଙ୍କୁ ହଇରାଣ କଲେ ସିନିୟର ଛାତ୍ର
- ଓଡ଼ିଶାରେ ସ୍କୁଲ ବହି ଛପା ଦୁର୍ନୀତି: ରାଜ୍ୟ ସରକାରଙ୍କଠାରୁ ବିସ୍ତୃତ ରିପୋର୍ଟ ତଲବ କଲେ ପିଏମ୍ଓ
- ଏସିଆନ୍ ଗେମ୍ସ ୨୦୨୬: ବର୍ଷା ଯୋଗୁଁ କ୍ରିକେଟ୍ କ୍ୱାଟରଫାଇନାଲ୍ ରଦ୍ଦ
- କେନ୍ଦ୍ର ସରକାରଙ୍କ ‘ପ୍ରଗତି ୫୦’ ଯୋଜନାରେ ସାମିଲ ହେଲା ଭୁବନେଶ୍ୱର ଓ ପୁରୀ
- କୋରାପୁଟରେ ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ: ରେଳ ଚଳାଚଳ ପ୍ରଭାବିତ, ଏକାଧିକ ଟ୍ରେନ୍ ବାତିଲ୍
- ଏଣିକି ଆପାର୍ଟମେଣ୍ଟ କିଣାବିକା ହେବ ସହଜ, ୨୦ ହଜାର ଟଙ୍କାକୁ ଖସିଲା ପଞ୍ଜିକରଣ ଦେୟ
- ଏସିଆନ୍ ଗେମ୍ସରେ ଗୁଲବୀରଙ୍କ ଐତିହାସିକ ସଫଳତା: ୩ ଦିନରେ ଜିତିଲେ ୩ଟି ମେଡାଲ
- Asian Games 2026: ସୁଟିଂରେ ସୁନା ଜିତିଲେ ନୀରୁ
- OSSTET ଗୁଜବକୁ ନେଇ BSEର ଖଣ୍ଡନ, ୩୦ରେ ହେବ ପରୀକ୍ଷା

Comments are closed.