ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୬ଶହ ୨ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୧୪ଶହ ୯୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୧ଶହ ୭ । ଖୋର୍ଦ୍ଧା ଜିଲ୍ଲାରେ ପୁଣି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫ଶହ ପାର କରିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୨୯ ପଜିଟିଭ୍ । କଟକ ଜିଲ୍ଲାରୁ ଆଉ ୩୯୭ ସଂକ୍ରମିତ ହୋଇଛନ୍ତି ।
Covid-19 Report For 6th July
New Positive Cases: 2602
In quarantine: 1495
Local contacts: 1107(Details of local contacts will be shared by concerned Dist Administration)
District Wise Cases:
1. Angul: 99
2. Balasore: 164
3. Bargarh: 13
4. Bhadrak: 95
5. Balangir: 5— I & PR Department, Odisha (@IPR_Odisha) July 7, 2021
ଯାଜପୁର ଜିଲ୍ଲାରୁ ୧୮୩, ପୁରୀରୁ ୧୭୪, ବାଲେଶ୍ୱରରୁ ୧୬୪, ମୟୂରଭଞ୍ଜରୁ ୧୪୧ ଜଣ ନୂଆ ଆକ୍ରାନ୍ତ ବାହାରିଛନ୍ତି । ୨୪ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ୬ଟି ଜିଲ୍ଲା ବଲାଙ୍ଗିର, ଦେବଗଡ଼, ଗଞ୍ଜାମ, ଗଜପତି, କଳାହାଣ୍ଡି ଓ ନୂଆପଡ଼ାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୦ ଭିତରେ ରହିଛି ।
22. Mayurbhanj: 141
23. Nawarangpur: 18
24. Nayagarh: 62
25. Nuapada: 5
26. Puri: 174
27. Rayagada: 33
28. Sambalpur: 25
29. Sonepur: 17
30. Sundargarh: 64
31. State Pool: 101New recovery: 3258
Cumulative tested: 14263163
Positive: 929788
Recovered: 897362
Active cases: 28015— I & PR Department, Odisha (@IPR_Odisha) July 7, 2021
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୨୯ହଜାର ୭୮୮କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୮ଲକ୍ଷ ୯୭ହଜାର ୩୬୨ ଆକ୍ରାନ୍ତ । ଏବେ ରାଜ୍ୟରେ ୨୮ହଜାର ୧୫ ଆକ୍ଟିଭ୍ କେସ୍ ରହିଛି ।
Comments are closed.