ଟୋକିଓ: ଟୋକିଓ ଅଲିମ୍ପିକ୍ସରେ କେଉଁ ଆଥଲେଟ ଭଲ ପ୍ରଦର୍ଶନ କରିବେ ସେ ନେଇ ଲୋକପ୍ରିୟ ଟାଇମ ମ୍ୟାଗାଜିନ ୪୮ ଖେଳାଳିଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଏକମାତ୍ର ଭାରତୀୟ ଏବଂ ଶୁଟର ଭାବେ ସୌରଭ ଚୌଧୁରୀ ସ୍ଥାନ ପାଇଛନ୍ତି । ସୌରଭ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ୬ ବର୍ଷ ମଧ୍ୟରେ ୨୨ ପଦକ ଜିତି ସାରିଛନ୍ତି । ଏଥିରେ ୮ ବିଶ୍ୱକପ ପଦକ ରହିଛି । ସେ ଏଥର ୧୦ ମିଟର ଏୟାର ପିସ୍ତଲ ଓ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମରେ ଭାଗ ନେବେ । ଜୁନିୟର ଏବଂ ସିନିୟର ବିଭାଗରେ ସେ ୧୦ ମିଟର ଏୟାର ପିସ୍ତଲରେ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି ।
ଟାଇମ ମ୍ୟାଗାଜିନରେ ପ୍ରକାଶିତ ଅନ୍ୟ ଖ୍ୟାତନାମା ଆଥଲେଟଙ୍କ ମଧ୍ୟରେ ଜିମ୍ନାଷ୍ଟ ସିମୋନ ବାଇଲ୍ସ, ସ୍ପ୍ରଂଟର ଏଲିସନ ଫେଲିକ୍ସ, ନୋଆ ଲିଲ୍ସ, ଶେଲୀ ଏନ ଫ୍ରେଜର ଏବଂ ଲଙ୍ଗ ଡିଷ୍ଟାନ୍ସ ରନର ଏଲିଉଡ କିପଚୋଙ୍ଗ, ସନ୍ତରଣକାରୀ ସେଲେବେ ଡ୍ରେଜଲ, କେଟୀ ଲେଡେକେ ଓ ବାସ୍କେଟବଲ ଖେଳାଳି କେଭିନ ଡୁଂରଟ ସାମିଲ ।
BREAKING NEWS
- ପୁଣି ଭାରତ – ପାକିସ୍ତାନ ମ୍ୟାଚ୍: ଜାଣନ୍ତୁ କେବେ ଖେଳାଯିବ ଏହି ହାଇ ଭୋଲ୍ଟେଜ ମ୍ୟାଚ୍
- Diveagar Beach Tragedy:ପିକନିକ୍ ହେଲା କାଳ;ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ
- ମହାନଦୀ ବିବାଦ ସମାଧାନର ନିକଟତର ହେଉଛୁ,ଅନ୍ୟ ରାଜ୍ୟମାନଙ୍କ ପାଇଁ ‘ମଡେଲ ଡିସ୍ପୁଟ ରିଜୋଲ୍ୟୁସନ୍’ହେବ: ମୁଖ୍ୟମନ୍ତ୍ରୀ
- ‘ବିଜେବି ଫ୍ରେଣ୍ଡସ୍-ଆଲୁମିନି ଆସୋସିଏସନ୍ ଅଫ୍ ବିଜେବି କଲେଜ୍’ ପକ୍ଷରୁ ‘ୟୁଥ୍ ରିମେମ୍ବରିଂ ଗାନ୍ଧୀ’ ପୁରସ୍କାର ସମାରୋହ ଆୟୋଜିତ
- ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬: ଭାରତର ପର୍ଯ୍ୟଟନ ବିକାଶରେ ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ
- Hirakud Dam:ବନ୍ଦ ହେଲା ହୀରାକୁଦର ୧୦ ଗେଟ୍;ଏତିକି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
- ଟାଇମ ପତ୍ରିକାର ‘ଟାଇମ ୧୦୦ ନେକ୍ସଟ’ ତାଲିକାରେ ଭାରତର ବୈଭବ
- Regularizes Junior Teachersr:ନିୟମିତ ହେଲେ କନିଷ୍ଠ ଶିକ୍ଷକ,ନିୟମିତକରଣ ୧ ଜାନୁଆରୀ…
- ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ: ପ୍ରସିଦ୍ଧ ବାଦ,ୱାଶିଂଟନଙ୍କୁ ବିଶ୍ରାମ
- ଆଇସିସିର ନୂଆ ନିୟମ: ଆନ୍ତର୍ଜାତୀୟ କ୍ରିକେଟ୍ରେ ଆସିଲା ବଡ଼ ପରିବର୍ତ୍ତନ

Comments are closed.