Latest Odisha News

BREAKING NEWS

Browsing Tag

Tokyo Olympics 2021

ଟୋକିଓ ଅଲିମ୍ପିକ୍ସ: ଟାଇମ ମ୍ୟାଗାଜିନରେ ସମ୍ଭାବ୍ୟ ଶ୍ରେଷ୍ଠ ପ୍ରଦର୍ଶନକାରୀ ୪୮ ଆଥଲେଟଙ୍କ ମଧ୍ୟରେ ଭାରତର ସୌରଭ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ କେଉଁ ଆଥଲେଟ ଭଲ ପ୍ରଦର୍ଶନ କରିବେ ସେ ନେଇ ଲୋକପ୍ରିୟ ଟାଇମ ମ୍ୟାଗାଜିନ ୪୮ ଖେଳାଳିଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଏକମାତ୍ର ଭାରତୀୟ ଏବଂ ଶୁଟର ଭାବେ ସୌରଭ ଚୌଧୁରୀ ସ୍ଥାନ ପାଇଛନ୍ତି । ସୌରଭ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ୬ ବର୍ଷ ମଧ୍ୟରେ ୨୨…

ବିନା ଦର୍ଶକରେ ଆୟୋଜିତ ହେବ ଟୋକିଓ ଅଲିମ୍ପିକ୍ସ, ସୂଚନା ଦେଲେ ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ: ଜାପାନରେ କରୋନା ମହାମାରୀ ଦ୍ରୁତ ବେଗରେ ବଢ଼ୁଥିବାରୁ ଦେଶରେ ଏମରଜେନ୍ସି ଲଗାଇ ଦିଆଯାଇଛି । ଏହି ଭଳି ପରିସ୍ଥିତିରେ ଅଲିମ୍ପିକ୍ସ ଅୟୋଜିତ ହେବାକୁ ଯାଉଥିବାରୁ ଦର୍ଶକଙ୍କ ଉପସ୍ଥିତି ସମ୍ଭବପର ନୁହେଁ ବୋଲି ଜାପାନ ପ୍ରଧାନମନ୍ତ୍ରୀ ଜୋଶିହିଦେ ସୁଗା ଆଶଙ୍କା ବ୍ୟକ୍ତ କରିଛନ୍ତି ।…

ଅଧାରୁ ବନ୍ଦ କରାଗଲା ଅଲିମ୍ପିକ୍ସ ମଶାଲ ଶୋଭାଯାତ୍ରା

ଟୋକିଓ: କରୋନା ମହାମାରୀକୁ ଆଖି ଆଗରେ ରଖି ଜାପାନ ସରକାର ଅଲିମ୍ପିକ୍ସ ମଶାଲ ଶୋଭାଯାତ୍ରା ଅଧାରୁ ବନ୍ଦ କରିଛନ୍ତି । ଶୁକ୍ରବାରଠାରୁ ଏହା ଟୋକିଓରେ ଆରମ୍ଭ ହେବାକୁ ଥିଲା । ପୂର୍ବରୁ ରାଷ୍ଟ୍ରୀୟସ୍ତରର ମଶାଲ ଶୋଭାଯାତ୍ରା ମାର୍ଚ୍ଚରୁ ଆରମ୍ଭ ହୋଇଥିଲା । କ୍ୱେଟା ଓ ହିରୋସିମା ପୂର୍ବରୁ ଏହି…

ଟୋକିଓ ଅଲିମ୍ପିକ୍ସ: ଭାରତର ଧ୍ୱଜବାହକ ହେବେ ମେରୀ କମ୍‌, ମନପ୍ରୀତ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ଉଦଘାଟନୀ ସମାରୋହରେ ଭାରତର ଧ୍ୱଜବାହକ ହେବେ ମହିଳା ବକ୍ସର ମେରୀ କମ୍ ଓ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂ । ଉଦଘାଟନୀ ସମାରୋହ ୨୩ ଜୁଲାଇରେ ଆୟୋଜିତ ହେବ । ଉଦଯାପନୀ ଉତ୍ସବରେ ବଜରଙ୍ଗ ପୁନିଆ ଧ୍ୱଜବାହକ ହେବେ । ୩୮ ବର୍ଷୀୟ ମେରୀ କମଙ୍କ ଏହା ଶେଷ…

ଏବେ ବି ପ୍ରଥମ ଅଲିମ୍ପିକ୍ସ ପଦକ ଆଶାରେ ଓଡିଶା କ୍ରୀଡାପ୍ରେମୀ ଓ ଆଥଲେଟ

ଭୁବନେଶ୍ୱର: ଦୀର୍ଘ ଦିନ ଧରି ବିଶ୍ୱ କ୍ରୀଡାର ମହାକୁମ୍ଭ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ଓଡିଶା ଆଥଲେଟ ଅଂଶଗ୍ରହଣ କରି ଆସିଛନ୍ତି । କିନ୍ତୁ ଦୁଃଖର କଥା କେହି କେବେ ପଦକ ଜିତି ଓଡିଶାକୁ ଗୌରବାନ୍ୱିତ କରିବା ସୁଯୋଗ ଦେଇ ନାହାନ୍ତି । ଟୋକିଓ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ୪ଜଣ ଓଡିଆକୁ ଏଥର…

ଅଲିମ୍ପିକ୍ସରେ ପଦକ ହାସଲ ନେଇ ଦୂତି ଆଶାୟୀ, ସେମିଫାଇନାଲ ପ୍ରବେଶ ପ୍ରଥମ ଲକ୍ଷ୍ୟ

ଭୁବନେଶ୍ୱର: ଭାରତର ଦ୍ରୁତତମ ଧାବିକା ଦୂତି ଚାନ୍ଦ ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିବା ନେଇ ବେଶ ଆଶାୟୀ ଅଛନ୍ତି ବୋଲି କହିଛନ୍ତି । ଓଡିଶାର ଏହି ଷ୍ଟାର ଆଥଲେଟ ରବିବାର ଏଏନଆଇକୁ ସାକ୍ଷାତକର ଦେଇ ଏହି କଥା କହିଛନ୍ତି । ସକାଳ ୬ରୁ ୧୦ଟା, ଏହା ପରେ ୧୧ଟାରୁ ୧୨ଟା ଏବଂ…

ଟୋକିଓ ଅଲିମ୍ପିକ୍ସ: ୟୁଗାଣ୍ଡା ପରେ ସର୍ବିୟାର ଜଣେ ଆଥଲେଟ କରୋନା ସଂକ୍ରମିତ

ଟୋକିଓ:ଟୋକିଓ ଅଲିମ୍ପିକ୍ସ ଆଉ ୨୦ ଦିନ ପରେ ଆରମ୍ଭ ହୋଇଯିବ । ତଥାପି ଏବେ କରୋନା ଭୟ ପିଛା ଛାଡୁନି । ରିପୋର୍ଟ ମୁତାବକ ୟୁଗାଣ୍ଡା ଟିମର ୨ ଆଥଲେଟ କରୋନା ସଂକ୍ରମିତ ଜଣା ପଡିବା ପରେ ଆଜି ସର୍ବିୟାର ଜଣେ ଖେଳାଳିଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହି ଖେଳାଳିମାନଙ୍କୁ ଆଇସୋଲେଟ କରାଯାଇଛି ।…

ଟୋକିଓ ଅଲିମ୍ପିକ୍ସ: ବ୍ୟାଡମିଂଟନରେ ସିନ୍ଧୁଙ୍କ ଉପରେ ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଭାରତର ଦୁଇ ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲ ଏବଂ କିଦାମ୍ବି ଶ୍ରୀକାନ୍ତ ଏଥର ଟୋକିଓ ଅଲିମ୍ପିକ୍ସ ଯାଇପାରିବେ ନାହିଁ । ସେମାନେ ଶେଷ ଯୋଗ୍ୟତା ପର୍ଯ୍ୟାୟରେ ଅଂଶଗ୍ରହଣ କରିପାରି ନ ଥିଲେ । ଏଥର ୪ଜଣ ଖେଳାଳି ଭାରତ ପକ୍ଷରୁ ପ୍ରତିନିଧିତ୍ୱ…

ଟୋକିଓ ଅଲିମ୍ପିକ୍ସ: ବକ୍ସିଂରେ ଭାରତୀୟ ବକ୍ସରଙ୍କଠାରୁ ରହିଛି ପଦକ ଆଶା

ଟୋକିଓ: ଆଉ ୨୨ ଦିନ ପରେ ଟୋକିଓରେ କ୍ରୀଡା ଜଗତର ମହାକୁମ୍ଭ ଭାବେ ବିବେଚିତ ଅଲିମ୍ପିକ୍ସ ଆରମ୍ଭ ହେବ । ବିଜେନ୍ଦର ସିଂ ଏବଂ ମେରୀ କମଙ୍କ ସଫଳତା ପରେ ବକ୍ସିଂରେ ଭାରତୀୟ ବକ୍ସରଙ୍କ ପଦକ ଆଶା ଉଜ୍ଜୀବୀତ ହୋଇଛି । ୧୪ ଥର ଅଲିମ୍ପିକ୍ସରେ ସାମିଲ ହୋଇଥିବା ଭାରତୀୟ ବକ୍ସର ୨ଥର ପଦକ…

ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ଦୂତି

ଭୁବନେଶ୍ୱର: ଭାରତର ଦ୍ରୁତତମ ଧାବିକା ଭାବେ ପରିଚିତ ଓଡିଶାର ଦୂତି ଚାନ୍ଦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ୧୦୦ ଏବଂ ୨୦୦ ମିଟରରେ ବିଶ୍ୱ ର‌୍ୟାଙ୍କିଙ୍ଗ ଅନୁସାରେ ସେ ଏହି ଯୋଗ୍ୟତା ହାସଲ କରିଛନ୍ତି । ଦୂତି ବିଶ୍ୱ ର‌୍ୟାଙ୍କିଙ୍ଗରେ ୧୦୦ ମିଟରରେ ୪୪ତମ ଏବଂ ୨୦୦…