ଭୁବନେଶ୍ୱର : ପବିତ୍ର ହେରାପଞ୍ଚମୀରେ ଶହୀଦ ନଗର ଦୁର୍ଗାପୂଜା ମଣ୍ଡପରେ ସମିତି ପକ୍ଷରୁ” ମା ଦୁର୍ଗା” ଙ୍କ ପ୍ରତିଷ୍ଠା ଦିବସ ଆରମ୍ଭ କରାଯାଉଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯଜ୍ଞ, ଓ ପୂଜା ତିନି ଦିନ ଧରି କରାଯିବ । ଆସନ୍ତା ୧୮.୭.୨୧ ଦିନ ସନ୍ଧ୍ୟାରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ କରାଯିବ । ଆଜି ସକାଳୁ ପ୍ରଥମେ ପୂଜକ, କର୍ତ୍ତା ଓ ସଦସ୍ୟ ମାନେ କେଦାରଗୌରୀ ଠାରେ ପୂଜା କରି କଳସ ରେ ପାଣି ଆଣି ଥିଲେ । ପରେ ମା ଦୁର୍ଗା ଙ୍କ ପୂଜା ଓ ଯଜ୍ଞ ଆରମ୍ଭ କରାଯାଇଥିଲା । କରୋନା କଟକଣାକୁ ଆଖି ଆଗରେ ରଖି ସ୍ୱଳ୍ପ ଭାବେ ପାଳନ କରାଯାଇଛି ।
BREAKING NEWS
- ଅବସର ନିଷ୍ପତିରୁ ୟୁ ଟର୍ଣ୍ଣ ନେଲେ ଭିନେଶ ଫୋଗଟ
- Rajinikanth’s 75th Birthday: ୭୫ ବର୍ଷରେ ପାଦଥାପିଲେ ରଜନୀକାନ୍ତ, ଛୁଟୁଛି ଶୁଭେଚ୍ଛାର ସୁଅ
- ଅଷ୍ଟ୍ରେଲିଆ ଖେଳାଳିଙ୍କ ବିଶ୍ୱରେକର୍ଡ ଭାଙ୍ଗିଲେ ବୈଭବ
- କଙ୍ଗୋର ଦକ୍ଷିଣ କିଭୁରେ ରୱାଣ୍ଡା-ସମର୍ଥିତ ଏମ୍୨୩ ବିଦ୍ରୋହୀମାନଙ୍କ ବଡ଼ ଆକ୍ରମଣ, ୪୦୦ରୁ ଉର୍ଦ୍ଧ୍ବ ନାଗରିକ ମୃତ
- ସୂର୍ଯ୍ୟକୁମାର, ଗିଲଙ୍କ ସପକ୍ଷରେ ବାହାରିଲେ ସହକାରୀ କୋଚ
- ୩ ବର୍ଷରେ କମାଲ କରୁଛନ୍ତି ଚେସ ବିସ୍ମୟ ସର୍ବଜ୍ଞ, ଫିଡେ ନିକଟରେ ଅଭିଯୋଗ
- Shivraj Patil passes away: ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କ ପରଲୋକ
- ସଂସଦରେ TMC ସାଂସଦ କରୁଛନ୍ତି ଧୂମପାନ, ଅଭିଯୋଗ ଆଣିଲେ ଅନୁରାଗ ଠାକୁର
- କଥା ହେଲେ ମୋଦି ଓ ଟ୍ରମ୍ପ, ବାଣିଜ୍ୟ ଚୁକ୍ତି ଉପରେ କଲେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
- first hydrogen-powered:ଦେଶର ପ୍ରଥମ ହାଇଡ୍ରୋଜେନ ଚାଳିତ ଜାହାଜ…
Comments are closed.