ଭଦ୍ରକ: ଦିନକୁଦିନ ଲୋକଙ୍କ ଚିନ୍ତାଧାରା ନିମ୍ନଗାମୀ ହେବାରେ ଲାଗିଛି । ପ୍ରତିଦିନ ସାମ୍ନାକୁ ଆସୁଛି କିଛି ନା କିଛି ଲଜ୍ଜାକାର ଅଭିଯୋଗ । ଭଦ୍ରକ ଧୁଷୁରୀ ଥାନା ଅନ୍ତର୍ଗତ ବମକୁରା ଗାଁର ଗୋଟିଏ ପରିବାରକୁ ଗାଁ ଲୋକଙ୍କ ସନ୍ଦେହ ମନୋବୃତ୍ତି ମହଙ୍ଗା ପଡିଛି । ଶ୍ୱଶୁର ବୋହୁଙ୍କ ବିରୋଧରେ ଆସିଛି ଅନୈତିକ ସଂପର୍କ ଅଭିଯୋଗ । ଫଳରେ ଏହି ନିର୍ଦ୍ଦୋଷ ପରିବାର ନିଜ ଭିଟାମାଟି ଛାଡିବାକୁ ବାଧ୍ୟ ହୋଇଛି ।
BREAKING NEWS
- ଅବୈଧ ବୋଲିଂ ଆକ୍ସନ ତାଲିକାରେ ଦୀପକ ହୁଡା
- Naveen Patnaik Writes to CM: ମୋର ବର୍ଦ୍ଧିତ ଦରମା ଗରିବଙ୍କ ପାଇଁ: ନବୀନ ପଟ୍ଟନାୟକ
- ଏଆଇ କ୍ୟାମେରା ସାହାଯ୍ୟରେ ୩ ଶିକାରୀ ଗିରଫ, ୫ ବନ୍ଧୁକ ଜବତ
- ବଡ଼ବିଲରେ ନବ ନିର୍ମିତ ୧୦ ଏମଭିଏ ଯୁକ୍ତ ସବଷ୍ଟେସନର ଉଦଘାଟିତ
- ମାଲକାନଗିରିରେ ଇଣ୍ଟରନେଟ୍ କଟକଣା ଆଉ ୩୬ ଘଣ୍ଟା ବୃଦ୍ଧି, ହଟିଲା BNSS ୧୬୩
- Maoists surrender: ୨ ହାର୍ଡକୋର ନକ୍ସଲଙ୍କ ଆତ୍ମସମର୍ପଣ;୨୦ବର୍ଷ ଧରି ସଂଗଠନରେ ଥିଲେ ସକ୍ରିୟ
- ଟି୨୦: କୋହଲିଙ୍କ ରେକର୍ଡ ଭାଙ୍ଗିବା ପାଇଁ ଅଭିଷେକଙ୍କୁ ଆବଶ୍ୟକ ୮୨ ରନ
- ISIର ଟାର୍ଗେଟରେ ଅଛନ୍ତି କି ଶିବରାଜ ସିଂହ ଚୌହାନ? ବଢ଼ାଇ ଦିଆଯାଇଛି ମନ୍ତ୍ରୀଙ୍କ ସୁରକ୍ଷା
- ଚିନ୍ନାସ୍ୱାମୀରେ ବିଜୟ ହଜାରେ ଟ୍ରଫିର ମ୍ୟାଚ ଖେଳିବେ କୋହଲି
- ଜାନୁଆରୀ ୬ ରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବେ ଡିକେ ଶିବକୁମାର: କଂଗ୍ରେସ ବିଧାୟକଙ୍କ ବଡ଼ ଦାବି
Comments are closed.