Latest Odisha News

BREAKING NEWS

“କରୋନା ଯୋଦ୍ଧା ସମ୍ମାନ: ୨୦୧୯-୨୨” ସମ୍ମାନିତ ହେଲେ ସାମ୍ବାଦିକ ଲାଲା ପ୍ରମୋଦ ରାୟ

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ସରସଦାଠାରେ ଅନୁଷ୍ଠିତ ହୋଇଯାଇଛି କରୋନା ଯୋଦ୍ଧା ସମ୍ମାନ: ୨୦୧୯-୨୨ କାର୍ଯ୍ୟକ୍ରମ । ଏହି ଅବସରରେ ବହୁ ଜଣାଶୁଣା ବ୍ୟକ୍ତିତ୍ୱଙ୍କ ଗହଣରେ ମୁଖ୍ୟ ଅତିଥି ଭାବେ ଏଡିଏମ୍ ମନୋଜ ପାତ୍ର ଯୋଗ ଦେଇଥିଲେ । ଆମ ମାତୃଭୂମି ସେବା ସଙ୍ଗଠନ ଆନୁକୂଲ୍ୟରେ…

ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ଭଦ୍ରକରେ ଛାତ୍ରଛାତ୍ରୀଙ୍କ ଜାତୀୟ ରାଜପଥ ଅବରୋଧ

ଭଦ୍ରକ : ଜୋର ଧରିଲା ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବି । ଏହାସହ କ୍ବାଟର୍ଲି ପରୀକ୍ଷା ଅନୁଯାୟୀ ମାର୍କ ଦେବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ପୂର୍ବରୁ ଏନେଇ ୪ ଥର ଆନ୍ଦୋଳନ ହୋଇଥିବା ବେଳେ, ସରକାରଙ୍କ ପକ୍ଷରୁ କୌଣସି କୌଣସି ନିଷ୍ପତ୍ତି ନିଆଯାଉନାହିଁ । ଯାହାକୁ ନେଇ ଆଜି ଭଦ୍ରକ…

ଭଦ୍ରକ ବାସୁଦେବପୁରରେ ସଶସ୍ତ୍ର ଡକାୟତି, ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା ଓ ସୁନା

ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗାଁରେ ସଶସ୍ତ୍ର ଡକାୟତି । ଘରର ମୁଖ୍ୟ ଗ୍ରିଲ ଖୋଲିବା ସହ କବାଟ ଭାଙ୍ଗି ଲୁଟପାଟ୍ କରିଛନ୍ତି ଦୁର୍ବୃତ୍ତ । ଘରେ ଏକୁଟିଆ ଥିବା ଦମ୍ପତିଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।…

ଦେଶୀମଦ ବୋଝେଇ ବୋଲେରୋ ଜବତ, ଗାଡି ଛାଡ଼ି ଘଟଣାସ୍ଥଳରୁ ଆସାମୀ ଫେରାର

ଭଦ୍ରକ : କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗକୁ ବଡ଼ ସଫଳତା । ବିପୁଳ ପରିମାଣର ଦେଶୀ ମଦ ଜବତ ଜରିଛି ଅବକାରୀ ବିଭାଗ । ମଦ ବୋଝେଇ ବୋଲେରୋକୁ ଜବତ କରାଯାଇଥିବା ବେଳେ, ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଡ୍ରାଇଭର । ସୂଚନା ଅନୁଯାୟୀ, ବୋଲେରୋ ଯୋଗେ ଦେଶୀ ମଦ ବାହାରକୁ ଚାଲାଣ ହେଉଥିଲା ।…

[ଭିଡିଓ] ଚାଂଚଲ୍ୟ ଖେଳାଇଲା ମହିଳାଙ୍କ ହତ୍ୟା ମାମଲା, ୨ ଅଟକ

ଭଦ୍ରକ: ନିଶା କାରବାରକୁ ବାଦ୍ ଦେଲେ ଏକ ହତ୍ୟାକାଣ୍ଡକୁ ନେଇ ଚର୍ଚ୍ଚାକୁ ଆସିଛି ଭଦ୍ରକ ଜିଲ୍ଲା । ଗତକାଲି ରାତିରେ କାଉପୁର ପଂଚାୟତର ଏଡାଦେଇ ଗାଁରେ ଘଟିଯାଇଛି ନିର୍ମମ ହତ୍ୟାକାଣ୍ଡ । ଜଣେ ମହିଳାଙ୍କୁ ହତ୍ୟା ମାମଲାରେ ତାଙ୍କ ସ୍ୱାମୀ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପୋଲିସ ଥାନାରେ ଅଟକ ରଖିଛି…

[ଭିଡିଓ] ଶ୍ୱଶୁର ବୋହୁଙ୍କୁ ନେଇ ଭଦ୍ରମୁଖା ସମାଜର ଲଜ୍ୟାକର ଅଭିଯୋଗ

ଭଦ୍ରକ: ଦିନକୁଦିନ ଲୋକଙ୍କ ଚିନ୍ତାଧାରା ନିମ୍ନଗାମୀ ହେବାରେ ଲାଗିଛି । ପ୍ରତିଦିନ ସାମ୍ନାକୁ ଆସୁଛି କିଛି ନା କିଛି ଲଜ୍ଜାକାର ଅଭିଯୋଗ । ଭଦ୍ରକ ଧୁଷୁରୀ ଥାନା ଅନ୍ତର୍ଗତ ବମକୁରା ଗାଁର ଗୋଟିଏ ପରିବାରକୁ ଗାଁ ଲୋକଙ୍କ ସନ୍ଦେହ ମନୋବୃତ୍ତି ମହଙ୍ଗା ପଡିଛି । ଶ୍ୱଶୁର ବୋହୁଙ୍କ ବିରୋଧରେ ଆସିଛି…

ଦରମା ନମିଳିବାରୁ ଏନଏମଆର କର୍ମଚାରୀଙ୍କ ଆତ୍ମାହୁତି ଉଦ୍ୟମ

ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁରରେ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ । ଦରମା ନିମିଳିବା ଅଭିଯୋଗରେ ଏପରି ଘଟଣା ଘଟିଛି । ବାସୁଦେବପୁର ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଏନଏମଆର ଦିବାକର ଦାସ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି । ତେବେ…