Latest Odisha News

BREAKING NEWS

OCA କୋଚ୍ ତାଲିକା: ୨୦୨୧-୨୨ କ୍ରିକେଟ ସିଜିନ ପାଇଁ ନିଯୁକ୍ତି

କଟକ: ୨୦୨୧-୨୨ କ୍ରିକେଟ ସିଜିନ ପାଇଁ ବିଭିନ୍ନ ଦଳର ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦେଇଛି ଓଡ଼ିଶା କ୍ରିକେଟ ଆସୋସିଏସନ୍ । ଘୋଷଣା ହୋଇଛି ସେମାନଙ୍କ ତାଲିକା । ବିଭିନ୍ନ ବର୍ଗରେ ଉଭୟ ପୁରୁଷ ଓ ମହିଳା ଦଳ ପାଇଁ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ କୋଚ୍ ନାଁ ଘୋଷଣା ହୋଇଛି ।  ମୁଖ୍ୟ କୋଚ୍ ଓ୍ୱାସିମ୍ ଜାଫର ଥିବା ବେଳେ ରଣଜୀ ଟ୍ରଫି ପାଇଁ ବୋଲିଂ କୋଚ୍ ହେବେ ସଞ୍ଜୟ ଶତପଥୀ । ଫିଲ୍ଡିଂ ପ୍ରଶିକ୍ଷକ ରହିବେ ଗୌତମ ଗୋପାଳ ।

୨୩ ବର୍ଷରୁ କମ୍ 
ବ୍ୟାଟିଂ କୋଚ୍- ନଟରାଜ ବେହେରା
ବୋଲିଂ କୋଚ୍- ରାକେଶ ମହାନ୍ତି

କନିଷ୍ଠ ଦଳ(୧୪, ୧୬, ୧୯ ବର୍ଷରୁ କମ୍)
ମୁଖ୍ୟ କୋଚ୍- ରଶ୍ମୀରଞ୍ଜନ ପରିଡ଼ା

୧୯ବର୍ଷରୁ କମ୍
ବ୍ୟାଟିଂ କୋଚ୍- ରଶ୍ମୀରଞ୍ଜନ ଦାସ
ବୋଲିଂ କୋଚ୍- ଶୋଭନ ଦେବ

୧୬ ବର୍ଷରୁ କମ୍ ଟିମ୍
ବ୍ୟାଟିଂ କୋଚ୍- କେ. ଭି. ପ୍ରସାଦ
ବୋଲିଂ କୋଚ୍- ଦୀପକ ବେହେରା

ସିନିୟର ମହିଳା
କୋଚ୍- ସୁରେଶ କୁମାର
ବ୍ୟାଟିଂ କୋଚ୍- ବିକାଶ ପତି

୨୩ ବର୍ଷରୁ କମ୍ ମହିଳା
କୋଚ୍- ଇତିଶ୍ରୀ ପଟ୍ଟନାୟକ

୧୯ ବର୍ଷରୁ କମ୍ ମହିଳା
କୋଚ୍- କାଦମ୍ବିନୀ ମହାକୁଡ
ସହକାରୀ କୋଚ୍- ଗଙ୍ଗୋତ୍ରୀ ବେହେରା

Leave A Reply

Your email address will not be published.