ଭୁବନେଶ୍ୱର: ଓଡ଼ିଆ ଭାଷା ପାଇଁ ୨୦୨୦ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । ଓଡିଆ ଗଳ୍ପ ସଂକଳନ ‘ସମୁଦ୍ର କୂଳ ଘର’ ପାଇଁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇବେ ବିଶିଷ୍ଟ କଥାଶିଳ୍ପୀ ଡକ୍ଟର ଯଶୋଧାରା ମିଶ୍ର । ଏକ ସ୍ୱତନ୍ତ୍ର ଉତ୍ସବରେ ଡକ୍ଟର ମିଶ୍ରଙ୍କୁ ତାମ୍ରଫକଳ ସହିତ ଏକ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ । ‘ସମୁଦ୍ର କୂଳ ଘର’ ସଂକଳନରେ ୭ଟି ଗଳ୍ପ ସ୍ଥାନିତ ହୋଇଛି । ତେବେ ତିନି ଜଣିଆ ବିଚାରକ ମଣ୍ଡଳୀ ପକ୍ଷରୁ ସୁପାରିଶ୍ କରାଯାଇଥିବା ବେଳେ ଏହି ସମ୍ମାନ ନେଇ ଯଶୋଧାରାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ।
BREAKING NEWS
- ଆଜି ପୁଣି ଜେଲ ଫେରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱା
- ରାଜଧାନୀରେ ସିରିଜ ଦୁର୍ଘଟଣା:୨ ଜଣ ଆହତ
- ଟି-୨୦ ବିଶ୍ୱ କପ୍ : କାନାଡାକୁ ୭ ୱିକେଟରେ ହରାଇଲା ଆମେରିକା
- ଯଶସ୍ବୀ ମେଧାବୃତ୍ତି: ସିଏସରେ ବିଶ୍ୱବିଦ୍ୟାଳୟ ଟପ୍ପର ନମ୍ରତା ବେହେରା
- ଅରୁଣାଚଳ ପ୍ରଦେଶରେ ବଡ଼ ବିଜୟ ଅଭିମୁଖେ ବିଜେପି
- କିଟ୍ ଓ କିସ୍ ଏଫ୍ଆଇଭିବି ଭଲିବଲ୍ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ସହଯୋଗୀ
- ମୌଖିକ ଭାବରେ ପ୍ରକାଶ କରି ପାରିନଥିବା ଭାବ ମୋ ହାତରେ କଲମ ଧରାଇ ଦେଲା : ବିଶ୍ଵଜିତ୍ ରାଉତ
- କବିତା ନିରଂତର : ଆରଂଭ, ଶେଷ
- କବିତା : ପ୍ରେମ
- କେନ୍ଦ୍ରାପଡ଼ାରେ ରକ୍ତପାତ ରାଜନୀତି :ବିଜେପି କର୍ମୀଙ୍କ ବାପାଙ୍କୁ ବିଜେଡି କର୍ମୀ ଗାଡ଼ି ଧକ୍କା କରି ମାରିଥିବା ଅଭିଯୋଗ