Latest Odisha News

BREAKING NEWS

ସ୍ୟାଣ୍ଡଆନିମସେନରେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା

ପୁରୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୟାଣ୍ଡଆନିମେସନରେ ଜନ୍ମ ଦିନର ଶୁଭଚ୍ଛୋ । ପୁରୀର ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ ଏକ ଘଣ୍ଟା୨୦ ମିନିଟ ପରିଶ୍ରମ କରି ସ୍ୟାଣ୍ଡଆନିମେସନରେ ଶୁଭେଚ୍ଛା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭୫ ବର୍ଷ ବୟସରେ ପାଦ ଥାପିଛନ୍ତି। ନବୀନଙ୍କ ସୁସ୍ଥ ନିରାମୟ ଜୀବନ ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ସେ। ଆଗରୁ ମଧ୍ୟ ଶ୍ରୀଧର ଅନେକ ଆନିମେସନ କରି ବିଭିନ୍ନ ମହଲରୁ ପ୍ରଂଶାସା ସାଉଁଟିଛନ୍ତି ।

Leave A Reply

Your email address will not be published.