ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ନବୀନ, କହିଲେ- ଏଭଳି ଖବର ମିଛ ଓ ଭିତ୍ତିହୀନ
ଭୁବନେଶ୍ୱର: ଭିକେ ପାଣ୍ଡିଆନଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ସୋମବାର ଦିନ ମିଛ ଓ ଭିତ୍ତିହୀନ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
ଖବର ଉପରେ ପ୍ରତିକ୍ରିୟା ରଖି ସୋସିଆଲ ମିଡ଼ିଆ 'ଏକ୍ସ' ରେ ନବୀନ ପୋଷ୍ଟ କରିଛନ୍ତି। "ମୁଁ ପୂର୍ବରୁ ବି କହିଥିଲି…