ଭୁବନେଶ୍ୱର: ଅମୃତଭଣ୍ଡା ଗଛରେ ଫଣା ଟେକିଛି ନାଗ ସାପ । ଗୋଡ଼େଇ ହୋଇ ଗଛରେ ରହିଥିଲା । ଏଦୃଶ୍ୟ ହେଉଛି ଭୁବନେଶ୍ୱର ଭୀମପୁର ଅଞ୍ଚଳ । ସକାଳୁ ସକାଳୁ ଅମୃତଭଣ୍ଡା ଗଛରେ ସାପ ଥିଲା ଲୋକ ଦେଖିଥିଲେ । ଫୁଲ ତୋଳିବାକୁ ଯାଇଥିବା ବେଳେ କିଛି ଲୋକ ଅମୃତଭଣ୍ଡା ଗଛରେ ସାପ ଚଢ଼ିଥିବା ଦେଖିଥିଲେ । ଏହି ଖବର ଜଣା ପଡିବା ପରେ ସାପ ଦେଖିବାକୁ ସେଠାରେ ଲୋକଙ୍କର ଭିଡ ଜମିଥିଲା ।
ଏନେଇ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ଘଟଣାସ୍ଥଳରେ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ପହଞ୍ଚିଥିଲେ । ସୁରକ୍ଷିତ ଭିବରେ ଅମୃତଭଣ୍ଡା ଗଛରୁ ଅଢେଇ ଫୁଟ ଲମ୍ବର ନାଗ ସାପକୁ ଉଦ୍ଧାର କରିଥିଲେ ।
BREAKING NEWS
- ହରମୁଜ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ପେଟ୍ରୋଲ ଡିଜେଲ ଓ ବିମାନ ଇନ୍ଧନ ଉପରେ କମିଲା ରପ୍ତାନି ଶୁଳ୍କ
- ଲକ୍ଷ୍ମୀ ବସ୍ ଓ ଆମ ବସ୍ଷ୍ଟାଣ୍ଡ ଯୋଜନାର ଖୋଳତାଡ଼: ଅଡିଟ୍ ଘେରରେ ପରିବହନ ବିଭାଗ, ଜବାବ ମାଗିଲେ ଅକାଉଣ୍ଟାଣ୍ଟ ଜେନେରାଲ
- ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ: ବିଜେପି ଉପରେ ବର୍ଷିଲେ ମମତା, ସାହାଯ୍ୟର ହାତ ବଢ଼ାଇଲେ ରାହୁଲ
- Odisha Ministry Expansion: ଜୁନରେ ମୋହନଙ୍କ ମନ୍ତ୍ରୀମଣ୍ଡଳ ଅଦଳବଦଳ, ବାଦ୍ ପଡିପାରନ୍ତି ୬ ମନ୍ତ୍ରୀ!
- ଜୁନରୁ ବଦଳିବ ପର୍ସନାଲ ଫାଇନାନ୍ସ ନିୟମ: ଟ୍ୟାକ୍ସ ୟୁପିଆଇ ଏବଂ କ୍ରେଡିଟ କାର୍ଡ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର
- MEA Security: CISF ହାତକୁ ଗଲା ବୈଦେଶିକ ମନ୍ତ୍ରଣାଳୟର ସୁରକ୍ଷା, ୯୦ ଜଣ ଜଗିବେ ସୁଷମା ସ୍ୱରାଜ ଭବନ
- Myanmar President in India: ନୂଆଦିଲ୍ଲୀରେ ମିଆଁମାର ରାଷ୍ଟ୍ରପତି, ଏସ. ଜୟଶଙ୍କରଙ୍କୁ ଭେଟି ଏହି ପ୍ରସଙ୍ଗରେ କଲେ ଆଲୋଚନା…
- Thunderstorms Alert: ତାତିରୁ ଆଶ୍ବସ୍ତି ଦେଉଛି କାଳବୈଶାଖୀ, ଆହୁରି ୪ ଡିଗ୍ରୀ ଖସିବ ତାପମାତ୍ରା, ୩ରୁ ପୁଣି ମୁଣ୍ଡଫଟା ତାତି!
- Reshuffle in Odisha Police: ଓଡ଼ିଶା ପୋଲିସରେ ବଡ ଅଦଳବଦଳ: ୫୮ ଜଣ ଓପିଏସ ଅଧିକାରୀଙ୍କ ବଦଳି…ପ୍ରମୁଖ ଭୂମିକାରେ ନିଯୁକ୍ତି
- 5th Most Digitalised Economy: ବିଶ୍ୱର ୫ମ ବୃହତ ଡିଜିଟାଲ୍ ଅର୍ଥନୀତି ପାଲଟିଲା ଭାରତ, AI ସୂଚକାଙ୍କରେ ହାସଲ କଲା ୪ର୍ଥ ସ୍ଥାନ
Comments are closed.