Latest Odisha News

BREAKING NEWS

ଆର୍ୟନ୍‌ଙ୍କୁ ବଞ୍ଚାଇବା ଲାଗି ୫୦ ଲକ୍ଷ ଦେଇଥିଲେ ଶାହାରୁଖଙ୍କ ମ୍ୟାନେଜର ପୂଜା

ମୁମ୍ବାଇ: ଆର୍ୟନ୍‌ଙ୍କୁ ଜେଲ୍‌ରୁ ମୁକୁଳିବା ଲାଗି ପାଇଁ ଶାହରୁଖ ଖାନଙ୍କ ମ୍ୟାନେଜର ପୂଜା ଦାଦଲାନି ଡ୍ରଗ୍-କ୍ରୁଜ୍ ମାମଲାର ସାକ୍ଷୀ କେ ପି ଗୋସାଭିଙ୍କୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ବୋଲି ସାମ ଡି’ସୁଜା ଏକ ଟେଲିଭିଜନ ସାକ୍ଷାତକାରରେ ଦାବି କରିଛନ୍ତି।

ଜଣେ ବ୍ୟବସାୟୀ, ଡି’ସୁଜା ପ୍ରଭାକରଙ୍କ ଦ୍ବାରା ଦାଖଲ ହୋଇଥିବା ଆଫିଡେଭିଟରେ ଉଲ୍ଲେଖ କରିଛନ୍ତି। ଡି’ସୁଜା କହିଛନ୍ତି ଯେ ଆର୍ୟନ୍‌ଙ୍କୁ ଗିରଫ ନକରିବା ପାଇଁ ଦଦଲାନି ଏହି ଅର୍ଥ ପ୍ରଦାନ କରିଛନ୍ତି।

Comments are closed.