Latest Odisha News

BREAKING NEWS

କରୋନା ବିପଦକୁ ୮୯% ହ୍ରାସ କରିପାରେ ଫାଇଜରର ଏହି ଆଣ୍ଟିଭାଇରାଲ୍ ପିଲ୍‌

ନୂଆଦିଲ୍ଲୀ: କରୋନା ଲଢେଇକୁ ଆହୁରି ସହଜ ଭାବେ ଚିକିତ୍ସା କରିବା ପାଇଁ ଫାଇଜର ଏହାର ଆଣ୍ଟିଭାଇରାଲ୍ ବଟିକା କରୋନାର ବିପଦକୁ ୮୯% ହ୍ରାସ କରିଥାଏ ବୋଲି ଫାଇଜର କହିଛି। Pfizer Inc ର ପରୀକ୍ଷାମୂଳକ ଆଣ୍ଟିଭାଇରାଲ ବଟିକା କରୋନା ଜନିତ ମୃତ୍ୟୁ ଆଶଙ୍କାକୁ ୮୯% ହ୍ରାସ କରାଇପାରେ।

ଏହାସହିତ ଏହି ଆଣ୍ଟିଭାଇରାଲ୍‌ ବୟସ୍କଙ୍କ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହେବାର ସମ୍ଭାବନାକୁ ମଧ୍ୟ କମ୍‌ କରିଥାଏ।ଏ ନେଇ କମ୍ପାନୀ କହିଛି ଯେ ଏହାର ସିଇଓ ଏହି ନୂତନ ଅସ୍ତ୍ର ତିଆରି କରିବାକୁ ପ୍ରତିଜ୍ଞା କରିଛନ୍ତି। ଏହା ଖୁବ୍‌ ଶୀଘ୍ର ବ‌ୈଶ୍ବକ ସ୍ତରରେ ଉପଲବ୍ଧ ହେବ।

 

Comments are closed.