Latest Odisha News

BREAKING NEWS

ଇଭିଏମକୁ ନେଇ କଂଗ୍ରେସ ବିଧାୟକ ଭୋଟରଙ୍କୁ ଭ୍ରମିତ କରୁଥିବା ଅଭିଯୋଗ

କୋରର : ଇଭିଏମର ଦ୍ୱିତୀୟ ବଟନ୍ ଚିପିଲେ କରେଣ୍ଟ ଲାଗିବ ବୋଲି ନିର୍ବାଚନୀ ପ୍ରଚାର ବେଳେ ଛତିଶଗଡର ଜଣେ କଂଗ୍ରେସ ବିଧାୟକ ଭୋଟରଙ୍କୁ କହିଛନ୍ତି ।

ରାଜ୍ୟ ଅବକାରୀ ଓ ବାଣିଜ୍ୟ ଉଦ୍ୟୋଗ ମନ୍ତ୍ରୀ କବାସୀ ଲଖମା ଛତିଶଗଡର କୋଙ୍କର ଜିଲ୍ଲାର ଏକ ନିର୍ବାଚନୀ ର‌୍ୟାଲିରେ ମତଦାତା ମାନଙ୍କୁ କହିଛନ୍ତି, ଇଲୋକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ର ୨ୟ ସୁଇଚ୍ ଚିପିଲେ ବିଜୁଳି ଝଟକା ଲାଗିବ ।

ଆହୁରି ମଧ୍ୟ ସେ କହିଛନ୍ତି ଯେ ଉଭିଏମ୍ ମେସିନର ପ୍ରଥମ ବଟନ୍ ଦବାନ୍ତୁ ନଚେତ୍ ୨ୟ ବଟନ୍ ଚିପିଲେ ବିଜୁଳିର ଝଟକା ଲାଗିବ ।

ଅପରପକ୍ଷରେ ତାଙ୍କର ଏଭଳି ବୟାନବାଜି ଭୋଟର୍ ତଥା ଇଭିଏମ୍ କାର୍ଯ୍ୟପ୍ରଣାଳୀ ନେଇ ଜନତାଙ୍କୁ ଭ୍ରମିତ ଓ ଅଭ୍ରାନ୍ତିକର ସୂଚନା ପ୍ରଦାନ କରୁଥିବା ନେଇ ରାଜ୍ୟ ବିଜେପି ସଦସ୍ୟ ମାନେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.