Latest Odisha News

ନଭେମ୍ବରରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ନଭେମ୍ବର ମାସରେ ଅନେକ ଦିନ ବ୍ୟାଙ୍କ ବନ୍ଦ ରହିବ। ଚଳିତ ସପ୍ତାହରେ ୫ ଦିନ ବନ୍ଦ ରହିବ ବ୍ୟାଙ୍କ। ବିଭିନ୍ନ ପର୍ବ ପର୍ବାଣି ଯୋଗୁଁ ବିଭିନ୍ନ ରାଜ୍ୟରେ ଅନେକ ବ୍ୟାଙ୍କ ଶାଖା ବନ୍ଦ ରହିବ।

ନଭେମ୍ବର ମାସରେ ବ୍ୟାଙ୍କଗୁଡିକ ମୋଟ ୧୭ ଦିନ ପାଇଁ ବନ୍ଦ ରହିବ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) କିଛି ଦିନ ଉଲ୍ଲେଖ କରିଥିଲା ଯେ ନଭେମ୍ବର ମାସରେ ବ୍ୟାଙ୍କିଙ୍ଗ୍ ଅପରେସନ୍ ବନ୍ଦ ରହିବ, କିନ୍ତୁ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବ‌େ ଜାରି ରହିବ।

ବିଭିନ୍ନ ରାଜ୍ୟରେ ଏହି ସପ୍ତାହରେ ବ୍ୟାଙ୍କଗୁଡିକ ମୋଟ ୫ ଦିନ ବନ୍ଦ ରହିବ।

Comments are closed.