Latest Odisha News

BREAKING NEWS

Browsing Tag

November

ଟ୍ରାକକୁ ଫେରୁଛି ଦେଶର ଅର୍ଥନୀତି: ପାଇକାରୀ ମୁଦ୍ରାସ୍ଫୀତି ୫.୮୫%କୁ ଖସିଲା

ନୂଆଦିଲ୍ଲୀ : ଭାରତରେ ହୋଲସୋଲ୍ ଇନଫ୍ଲେସନ୍ (WPI) ବା ପାଇକରୀ ମୁଦ୍ରାସ୍ଫୀତି ନଭେମ୍ୱରରେ କମିଛି । ଅକ୍ଟୋବରରେ WPI ୮.୩୯% ଥିବାବେଳେ ନଭେମ୍ୱରରେ ଏହା ୫.୮୫%କୁ ଖସିଛି । ଯାହା ୨୧ ମାସର ସର୍ବନିମ୍ନ ସ୍ତର । ଗତବର୍ଷ ନଭେମ୍ୱର ମାସରେ WPI ୧୪.୮୭ ଥିଲା । ୨୦୨୨ରେ ଖାଦ୍ୟସାମଗ୍ରୀ, ଧାତବ,…

ନଭେମ୍ବରରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ନଭେମ୍ବର ମାସରେ ଅନେକ ଦିନ ବ୍ୟାଙ୍କ ବନ୍ଦ ରହିବ। ଚଳିତ ସପ୍ତାହରେ ୫ ଦିନ ବନ୍ଦ ରହିବ ବ୍ୟାଙ୍କ। ବିଭିନ୍ନ ପର୍ବ ପର୍ବାଣି ଯୋଗୁଁ ବିଭିନ୍ନ ରାଜ୍ୟରେ ଅନେକ ବ୍ୟାଙ୍କ ଶାଖା ବନ୍ଦ ରହିବ। ନଭେମ୍ବର ମାସରେ ବ୍ୟାଙ୍କଗୁଡିକ ମୋଟ ୧୭ ଦିନ ପାଇଁ ବନ୍ଦ ରହିବ। ରିଜର୍ଭ ବ୍ୟାଙ୍କ…

ନଭେମ୍ବର ପହିଲାରୁ ଖରିଫ ଧାନ ସଂଗ୍ରହ

ଭୁବନେଶ୍ୱର: ନଭେମ୍ବର ପହିଲାରୁ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ । ନଭେମ୍ବର ୧ରୁ ମାର୍ଚ୍ଚ ୩୧ ଯାଏଁ ୨୦୨୦-୨୧ ଖରିଫ ଧାନ ସଂଗ୍ରହ ହେବ । ଏନେଇ ଆଜି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ସବୁ ଜିଲ୍ଲାର…

ୟୁଜି, ପିଜି ପ୍ରଥମ ବର୍ଷ ଛାତ୍ର-ଛାତ୍ରୀଙ୍କ ପାଇଁ ଆସିଲା ନିର୍ଦେଶାବଳୀ

ନୂଆଦିଲ୍ଲୀ: ୟୁଜିସି ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ପ୍ରଥମ ବର୍ଷର ଗ୍ରାଜୁଏଟ (ୟୁଜି) ଏବଂ ସ୍ନାତକୋତ୍ତର (ପିଜି) ଛାତ୍ରଛାତ୍ରୀ ମାନଙ୍କ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। ଶୁକ୍ରବାର ଦିନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖ୍ରିଆଲ୍ ନିଶଙ୍କ ଟ୍ୱିଟରରେ ଛାତ୍ରଛାତ୍ରୀଙ୍କୁ ଏହା…