ଭୁବନେଶ୍ୱର : ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫ ରୁ ଉର୍ଦ୍ଧ୍ୱ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, କନ୍ଧମାଳ, ପୁରୀ, ରାୟଗଡ଼ା,ନୟାଗଡ଼,ପୁରୀ,ଖୋର୍ଦ୍ଧା,ଝାରସୁଗୁଡା କେନ୍ଦ୍ରାପଡ଼ା ରହିଛି। ଏହି ସବୁ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବା ନେଇଁ ପାଣିପାଗ ବିଭାଗ ପକ୍ଷରୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ନଭେମ୍ବର ୧୩ ରୁ ୧୪ ତାରିଖ ମଧ୍ୟରେ ଗଜପତି, ଗଞ୍ଜାମ,ରାୟଗଡ଼ା ଓ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।ଏହି ଜିଲ୍ଲା ଗୁଡିକରେ ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ୟଲୋ ୱାଣ୍ଣିଂ ଜାରି କରାଯାଇଛି। ନଭେମ୍ବର ୧୪ରୁ ୧୭ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ହାଲୁକା ବର୍ଷା ହେବା ସହିତ କାଳବୈଶାଖୀ ସମ୍ଭାବନା ଥିବା କୁହାଯାଉଛି।
BREAKING NEWS
- ମହାନଦୀ ଟେବୁଲରେ ପୁଣି ମୁହାଁମୁହିଁ ହେବେ ଓଡ଼ିଶା-ଛତିଶଗଡ଼: ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ବୟାନ ବଢ଼ାଇଲା ଉତ୍କଣ୍ଠା
- ଦିଲ୍ଲୀପ ରାଉତରାୟଙ୍କ ଅବସର ପରେ କିଏ ହେବେ ଭଦ୍ରକର ନୂଆ ଜିଲ୍ଲାପାଳ? ଶେଷ ହେଲା ସସ୍ପେନ୍ସ, ବାଜିଲା ମୋହର
- ରାଜ୍ୟରେ ଗମ୍ଭୀର ବନ୍ୟା ପରିସ୍ଥିତିକୁ ମୁକାବିଲା କରିବାରେ ବିଫଳ ରାଜ୍ୟ ସରକାର: ନବୀନ
- ମାଇଲେଜ୍ କମୁଛି, ଦାମ୍ କମୁନି! E20 ପେଟ୍ରୋଲ ଉପରେ ଉଠୁଥିବା ପ୍ରଶ୍ନର ଖୁଲାସା କଲେ କେନ୍ଦ୍ର ସରକାର
- ଶ୍ରୀଲଙ୍କା ଗସ୍ତ କରିବ ଟିମ୍ ଇଣ୍ଡିଆ: ଅଗଷ୍ଟ ୧୫ରୁ ଖେଳାଯିବ ୨ଟି ଟେଷ୍ଟ
- ଅପହଞ୍ଚ ଇଲାକାର ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରୁଛି ଟିପିଏସ୍ଓଡିଏଲ୍
- ବିଶ୍ୱବ୍ୟାପୀ ବଢ଼ୁଛି ତମ୍ବା ଚୋରି: ଭାରତ ସମେତ ସାରା ବିଶ୍ୱ ପାଇଁ କାହିଁକି ସାଜିଛି ନୂଆ ସଙ୍କଟ?
- ସହରାଞ୍ଚଳରେ ତୁରନ୍ତ ଜଳ ନିଷ୍କାସନ ଓ ରିଲିଫ୍ କାର୍ଯ୍ୟ ପାଇଁ ନଗର ଉନ୍ନୟନ ବିଭାଗ ସମ୍ପୂର୍ଣ୍ଣ ଆଲର୍ଟ: ମନ୍ତ୍ରୀ
- ତେଲ ନଦୀରେ ବନ୍ୟା: ଲାଇଫ ଜ୍ୟାକେଟ୍ ପିନ୍ଧି ୧୫ ଜଣଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ
- ବୟସ ଜାଲିଆତି ରୋକିବାକୁ ବିସିସିଆଇର ବଡ଼ ପଦକ୍ଷେପ: ଯାଞ୍ଚ କରିବ ସ୍ୱତନ୍ତ୍ର ଏଜେନ୍ସି
Comments are closed.