Latest Odisha News

୧ରୁ ଭୁବନେଶ୍ୱରୁ ପୁଣେ ମଧ୍ୟରେ ଆରମ୍ଭ ହେବ ଇଣ୍ଡିଗୋ ବିମାନ ସେବା

ଭୁବନେଶ୍ୱର: ଇଣ୍ଡିଗୋ ଡିସେମ୍ବର ୧ରୁ ପୁଣେରୁ ଭୁବନେଶ୍ୱର, ମୁମ୍ବାଇ, କୋଏମ୍ବାଟୁର ଏବଂ ଗୁଆହାଟୀ ଅଭିମୁଖେ ଯାତ୍ରା ଆରମ୍ଭ କରିବ।

“ଡିସେମ୍ବର ୧ରୁ ପୁଣେ ବିମାନବନ୍ଦର ପାଇଁ ଶୀତକାଳୀନ କାର୍ଯ୍ୟସୂଚୀ ପ୍ରଯୁଜ୍ୟ ହେବ କାରଣ ୨୪ ଘଣ୍ଟା କାର୍ଯ୍ୟ ପୁନଃଆରମ୍ଭ ହେବ। ଏହା ଅନ୍ୟ ସହରରେ ପ୍ରୟୋଗ ହୋଇସାରିଛି।

ଏୟାର ଏସିଆ ବର୍ତ୍ତମାନ ପୁଣେରୁ ଭୁବନେଶ୍ୱରକୁ ବିମାନ ଚଳାଚଳ କରୁଛି। ଏହାସହିତ  ଭୁବନେଶ୍ୱର ଏବଂ ଜୟପୁର ମଧ୍ୟରେ ସିଧାସଳଖ ବିମାନ ସେବା ନଭେମ୍ବର ୨ ରୁ ଆରମ୍ଭ ହୋଇଛି।

Comments are closed.