ଯାଜପୁର : ପୁଣି ଲାଞ୍ଚ ନେବା ବେଳେ ଧରାପଡ଼ିଲେ ପୋଲିସ ଏସଆଇ । ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଯାଜପୁର ବିଂଝାରପୁର ଥାନା ଏସଆଇ ଫକୀର ମୋହନ ସିଂ। କଲ୍ୟାଣପୁର ପଂଚାୟତ ବରିବାଗଗାଁ ର ବସନ୍ତ କୁମାର ଜେନା ଙ୍କୁ ଏକ କେଶ ରେ ସହାୟତା କରିବା ପାଇଁ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଯାଜପୁର ଭିଜିଲାନ୍ସ ଡି ଏସ ପି ସୁଶୀଲ ଏକ୍କା ଙ୍କ ନେତୃତ୍ୱରେ ଏକ ଟିମ ହାତରେ ଧରାପଡିଥିଲେ।ଭିଜିଲାନ୍ସ ଟିମ୍ ପୋଲିସ ଏସଆଇଙ୍କୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
BREAKING NEWS
- ଦୁଇ ବର୍ଷରେ ସାପକାମୁଡ଼ାରେ ଏହି ଜିଲ୍ଲାରେ ଗଲାଣି ୮୯ରୁ ଅଧିକ ଜୀବନ; ପାଲଟିଛି ଚିନ୍ତାର ବିଷୟ
- ଦିନକ ପରେ ରାକ୍ଷୀ ବାନ୍ଧିଥାନ୍ତେ ରକ୍ଷା ପାଇଁ…ହେଲେ ଭକ୍ଷକ ସାଜିଲା ଭାଇ, ଦୁଇ ଭଉଣୀଙ୍କୁ ଗୁଳି କରି ମାରିଲା…
- Cuttack Bali Yatra: ଉଭୟ ଉପର, ତଳ ପଡ଼ିଆରେ ବାଲିଯାତ୍ରା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ
- MMDR ସଂଶୋଧିତ ଆଇନକୁ ନେଇ ବିରୋଧୀଙ୍କ ଜୋରଦାର ବିରୋଧ: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲା କଂଗ୍ରେସ, କଟାକ୍ଷ କଲା ବିଜେପି
- Asia Rugby Emirates Sevens Series: ଏସିଆ ରଗ୍ବୀ ସେଭେନ୍ସ ସିରିଜ୍ ପାଇଁ ଭାରତୀୟ ଦଳIଘୋଷଣା; ୬ ଓଡ଼ିଆ ଖେଳାଳି ସାମିଲ
- Nepal Flood: ନେପାଳରେ ପ୍ରକୃତିର କରାଳ ରୂପ, ଭୟଙ୍କର ବନ୍ୟାରେ ଧୋଇଗଲା ପୂରା ଗାଁ, ୧୦୫ ଭାରତୀୟ ନିଖୋଜ…
- ଅଗଷ୍ଟ ୨୮ରେ ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କେଉଁଠି ହେବ ଦୃଶ୍ୟମାନ…
- ସିଲେକ୍ସନ ନୁହେଁ ଏଥର ଓସିଏରେ ନିର୍ଵାଚନ !
- Maoist Dump: ଜଙ୍ଗଲରୁ ମାଓବାଦୀ ଡମ୍ପ ଠାବ;ଦେଶୀ ବନ୍ଧୁକ, ଆଇଡି ଓ ବିସ୍ଫୋରକ ଜବତ
- ନେପାଳରେ ଭୟଙ୍କର ବନ୍ୟା; ଦେଖୁଦେଖୁ ଭାସିଗଲା ଘର ଓ ପାୱାର ପ୍ରୋଜେକ୍ଟ

Comments are closed.