Odisha Sambad
Latest Odisha News
  • Saturday, August 1, 2026
  • Home
  • About Us
  • Contact Us

Publisher Publisher - Latest Odisha News

  • ଓଡିଶା
  • ଦେଶ ବିଦେଶ
  • ରାଜନୀତି
    • ଜନାଦେଶ ୨୦୧୯
      • ଲୋକସଭା (ଓଡ଼ିଶା)
      • ବିଧାନସଭା (ଓଡ଼ିଶା)
  • ଖେଳ
    • ଅଲିମ୍ପିକସ୍
  • ମନୋରଞ୍ଜନ
  • ଆଲେଖ
    • ଗାନ୍ଧୀ ଗାଥା
    • ଏକଦା ଏକ ଦେଶ
    • ମିଶ୍ରରାଗ
    • ପଲିଟିକସ ଫଲିଟିକସ
    • ଗୀତ ପଛର ଗପ
    • ସମୟର ସ୍ୱର
    • କଥାଟିଏ କହୁଁ
    • ଯବକାଚ
    • ଛାୟାଲିପି
  • ସାହିତ୍ୟ
    • ଧାରାବାହିକ ଉପନ୍ୟାସ
      • କୁକୁର କାହାଣୀ : ମୃଣାଳ
    • କବିତା
    • ଗଳ୍ପ
    • ଆଳାପ
    • ଗଦ୍ୟ
    • ଭଲଲାଗିଥିବା ବହି
    • ନବପ୍ରତିଭା
    • ସ୍ମୃତିଲିପି
    • ସାହିତ୍ୟ ସମ୍ବାଦ
  • ବ୍ୟକ୍ତିତ୍ୱ
    • ରାଜନେତା
    • ସମାଜସେବୀ
    • ଲେଖକ
  • ଅନ୍ୟାନ୍ୟ
    • କଳା ସଂସ୍କୃତି
    • ଧର୍ମ ଓ ପରମ୍ପରା
      • ରଥ ପଥ ଜଗନ୍ନାଥ
    • ଜୀବନଶୈଳୀ
      • ସ୍ୱାସ୍ଥ୍ୟ
      • ରନ୍ଧାବଢ଼ା
      • ଫ୍ୟାସନ
    • ରହସ୍ୟ
    • କଥାକୁହା ଫଟୋ
    • ପର୍ଯ୍ୟଟନ
    • ବାଣିଜ୍ୟ
    • ଅପରାଧ
    • ପାଣିପାଗ
Odisha Sambad

BREAKING NEWS

  • ‘ଅପରେସନ ସିନ୍ଦୁର’ କଥା ପୁଣି ଦୋହରାଇଲେ ଟ୍ରମ୍ପ: କହିଲେ- ଟାରିଫ୍ ଧମକ ଦେବାରୁ ଟଳିଲା ଭାରତ-ପାକିସ୍ତାନର ପରମାଣୁ ଯୁଦ୍ଧ
  • ମହାନଦୀରେ ମାଡ଼ି ଆସୁଛି ବନ୍ୟା, ସୁରକ୍ଷିତ ସ୍ଥାନ ଯିବାକୁ ନଦୀକୂଳିଆ ଲୋକଙ୍କୁ ସରକାରଙ୍କ ଅପିଲ୍
  • ମାସର ପ୍ରଥମ ଦିନରୁ ଖୁସି ଖବର: ଶସ୍ତା ହେଲା LPG ସିଲିଣ୍ଡର
  • ରାଷ୍ଟ୍ରପତି ଭବନରେ ନିଜର ଅଭିନବ ଉତ୍ପାଦ ପ୍ରଦର୍ଶନ କଲେ ଓଡ଼ିଶାର ୩ ଷ୍ଟାର୍ଟଅପ୍
  • ଚାରିଦିନିଆ ଓଡ଼ିଶା ଗସ୍ତରେ ବିହାରର କ୍ରୀଡ଼ା ମନ୍ତ୍ରୀ;ଉଚ୍ଚସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିର ପରିଚାଳନା ବିଷୟରେ ଜାଣିବା ପାଇଁ…
  • ‘ରନ୍ଧନ ତୈଳ ଉତ୍ପାଦନ ବଢ଼ାଅ,ମଜବୁତ ହେବ ଜାତୀୟ ଅର୍ଥନୀତି’
  • SIR 2026: ଭୋଟର ତାଲିକା ସଂଶୋଧନ ପାଇଁ ସମୟ ବୃଦ୍ଧି…
  • Terror attack in J&K:ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ;ଜଣେ ମୃତ, ଅନ୍ୟ ଜଣେ ଆହତ
  • କମନୱେଲଥ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଡେ
  • ଇପିଏଫଓ ଆକାଉଣ୍ଟରୁ ଉଡ଼ିଗଲା ୧୯.୩୩ କୋଟି ଟଙ୍କା! ନୋକିଆ କର୍ମଚାରୀଙ୍କ ନାଁରେ CBI ର ଏଫଆଇଆର୍

[ଭିଡ଼ିଓ ] ଆଉ ନାହାନ୍ତି ଶତାୟୁ ଶିକ୍ଷକ ପଦ୍ମଶ୍ରୀ ନନ୍ଦ ସାର୍

Videoଓଡିଶାଯାଜପୁର
By ଓଡ଼ିଶା ସମ୍ବାଦ ବ୍ୟୁରୋ On Dec 7, 2021
Share

ଯାଜପୁର: ଆଉ ନାହାନ୍ତି ଶତାୟୁ ଶିକ୍ଷକ ପଦ୍ମଶ୍ରୀ ନନ୍ଦ ସାର୍ । ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ୍ ନନ୍ଦ ସାରଙ୍କର ପରଲୋକ ହୋଇଛି । ୧୦୪ ବର୍ଷ ବୟସରେ ଭୁବନେଶ୍ୱର ସମ୍ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । କିଛିଦିନ ଧରି ସେ କରୋନାରେ ଆକ୍ରାନ୍ତ ହୋଇ କଳିଙ୍ଗନଗର ଡୁବୁରୀ ସ୍ଥିତ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ ।

ପରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନ୍ତାନ୍ତର ହୋଇଥିଲେ । କିଛି ଦିନ ତଳେ ନନ୍ଦ ସାର ଅସୁସ୍ଥ ଅନୁଭବ କରି ତଳେ ପଡ଼ି ଯାଇଥିଲେ । ଏହା ପରେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଅନ୍ତର୍ଗତ କନ୍ତିରା ଗ୍ରାମର ଜଣେ ସୁନାମଧନ୍ୟ ଶିକ୍ଷକ ଭାବେ ସେ ଖ୍ୟାତି ଅର୍ଜନ କରିଥିଲେ । ସେ ନନ୍ଦ ସାର ନାମରେ ମଧ୍ୟ ପରିଚିତ ଥିଲେ । ଶିକ୍ଷାକ୍ଷେତ୍ରରେ ଅବଦାନକୁ ସ୍ୱୀକୃତି ପ୍ରଦାନ କରି ତାଙ୍କୁ ୨୦୨୦ ବର୍ଷ ପାଇଁ ନଭେମ୍ବର ୯ ତାରିଖରେ ସେ ନୂଆଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।

ନନ୍ଦ କିଶୋରଙ୍କ ପିତାଙ୍କ ନାମ ଥିଲା ନାଭ ପୃଷ୍ଟି ଓ ମାତାଙ୍କ ନାମ ଚନ୍ଦ୍ରମଣି ପୃଷ୍ଟି । ୧୯୩୯ ମସିହାରେ ସେ ହାତିବାରୀ ସ୍କୁଲରୁ ସପ୍ତମ ଶ୍ରେଣୀ ପାସ କରିଥିଲେ । ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ଅଧିକ ପାଠପଢ଼ା ବନ୍ଦ କରି, ଚାଷକାମ କରିବା ଆରମ୍ଭ କରିଥିଲେ ।

ଜଣେ ଶତାୟୁ ଶିକ୍ଷକ ହେଉଛନ୍ତି ନନ୍ଦ ସାର୍ । ଗାଁର ପିଲାମାନେ କିଭଳି ମଣିଷ ହେବେ ସେ ନେଇ ତାଙ୍କର ଅବଦାନ ବେଶ୍ ମହନୀୟ । ଏନେିଇ ସାର୍ ସବୁବେଳେ ବିନା ଦେୟରେ ଶିକ୍ଷାଦାନ କରୁଥିଲେ । ୧୯୪୬ ମସିହାରୁ ପିଲାମାନଙ୍କୁ ପାଠ ପଢାଇବା ଆରମ୍ଭ କରିଥିଲେ ।

ଶତାୟୁ ହୋଇ ବି ପିଲାମାନଙ୍କୁ ଶିକ୍ଷାଦାନରେ କିଛି ଉଣା କରୁନଥିଲେ । ଜୀବନ କାଳରେ ୩ ହଜାରରୁ ଅଧିକ ପିଲାଙ୍କୁ ମଣିଷ କରିପାରିଛନ୍ତି ନନ୍ଦ ସାର୍ । ଏହି ଶତାୟୁ ଶିକ୍ଷକଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି । ତାଙ୍କୁ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି ।

 

 

Nanda Sirnanda sir is no more
Share
ଓଡ଼ିଶା ସମ୍ବାଦ ବ୍ୟୁରୋ

Prev Post

ଯାଜପୁର ପରେ ଅନୁଗୁଳରେ ୧୦ଜଣ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ

Next Post

କୌଣସି ବିଦେଶ ଫେରନ୍ତା ଓମିକ୍ରନ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ଶୁକ୍ରବାର ଜଣାପଡ଼ିବ: ଡ଼ିଏମଇଟି

You might also like More from author
ଓଡିଶା

ମହାନଦୀରେ ମାଡ଼ି ଆସୁଛି ବନ୍ୟା, ସୁରକ୍ଷିତ ସ୍ଥାନ ଯିବାକୁ ନଦୀକୂଳିଆ ଲୋକଙ୍କୁ ସରକାରଙ୍କ ଅପିଲ୍

ଓଡିଶା

ରାଷ୍ଟ୍ରପତି ଭବନରେ ନିଜର ଅଭିନବ ଉତ୍ପାଦ ପ୍ରଦର୍ଶନ କଲେ ଓଡ଼ିଶାର ୩ ଷ୍ଟାର୍ଟଅପ୍

ଓଡିଶା

ଚାରିଦିନିଆ ଓଡ଼ିଶା ଗସ୍ତରେ ବିହାରର କ୍ରୀଡ଼ା ମନ୍ତ୍ରୀ;ଉଚ୍ଚସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିର…

ଓଡିଶା

‘ରନ୍ଧନ ତୈଳ ଉତ୍ପାଦନ ବଢ଼ାଅ,ମଜବୁତ ହେବ ଜାତୀୟ ଅର୍ଥନୀତି’

Prev Next

Comments are closed.

latest news

‘ଅପରେସନ ସିନ୍ଦୁର’ କଥା ପୁଣି ଦୋହରାଇଲେ ଟ୍ରମ୍ପ: କହିଲେ- ଟାରିଫ୍ ଧମକ ଦେବାରୁ ଟଳିଲା ଭାରତ-ପାକିସ୍ତାନର ପରମାଣୁ ଯୁଦ୍ଧ

Aug 1, 2026

ମହାନଦୀରେ ମାଡ଼ି ଆସୁଛି ବନ୍ୟା, ସୁରକ୍ଷିତ ସ୍ଥାନ ଯିବାକୁ ନଦୀକୂଳିଆ ଲୋକଙ୍କୁ ସରକାରଙ୍କ ଅପିଲ୍

Aug 1, 2026

ମାସର ପ୍ରଥମ ଦିନରୁ ଖୁସି ଖବର: ଶସ୍ତା ହେଲା LPG ସିଲିଣ୍ଡର

Aug 1, 2026

ରାଷ୍ଟ୍ରପତି ଭବନରେ ନିଜର ଅଭିନବ ଉତ୍ପାଦ ପ୍ରଦର୍ଶନ କଲେ ଓଡ଼ିଶାର ୩ ଷ୍ଟାର୍ଟଅପ୍

Jul 31, 2026

ଚାରିଦିନିଆ ଓଡ଼ିଶା ଗସ୍ତରେ ବିହାରର କ୍ରୀଡ଼ା ମନ୍ତ୍ରୀ;ଉଚ୍ଚସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିର ପରିଚାଳନା ବିଷୟରେ ଜାଣିବା ପାଇଁ…

Jul 31, 2026

Leading Odia News Portal of Odisha.

• Email: newsodishasambad@gmail.com
• Phone: +91 9437129964

Company
  • Team
  • Privacy Policy
Ads
  • Home
  • About Us
  • Contact Us
Links
  • Team
  • Privacy Policy
  • Team
  • Privacy Policy
© 2026 - Odisha Sambad. All Rights Reserved.
Website Design: 4usoftware solutions