ପୁରୀ: ହ୍ୟୁମାନ୍ସ ଆର ନଟ ଫ୍ରମ ଆର୍ଥ ଏ ସାଂଇଟିଫିକ ଇଭାଲୁଶନ ଅଫ ଦି ଏଭିଡେନ୍ସ ନାମକ ପୁସ୍ତକରେ ଚାଂଚଲ୍ୟକର ତଥ୍ୟ ପ୍ରକାଶ ପାଇଛି । ଏଥିରେ ବିଭିନ୍ନ ପ୍ରମାଣ ସହ ଉଲ୍ଲେଖ କରାଯାଇଛି ଯେ, ଏଲିୟନରୁ ମଣିଷରୁ ସୃଷ୍ଟି । ଏହା ଉପରେ ଅଧ୍ୟୟନ କରୁଥିବା ବିଶେଷଜ୍ଞଙ୍କ ମତରେ ପୃଥିବୀ ପୃଷ୍ଠର ପାଣିପାଗ ଏବଂ ପରିବେଶ ମଣିଷ ପାଇଁ ଉପଯୁକ୍ତ ନୁହେଁ । ସୂର୍ଯ୍ୟଙ୍କ କିରଣଠାରୁ ଆରମ୍ଭ କରି ବନ୍ୟା ଓ ଖରାପ ପାଣିପାଗରେ ସାଧାରଣ ମଣିଷ ତିଷ୍ଠିପାରେ ନାହିଁ । ଡଃ ଏଲିସ ସିଲଭରଙ୍କ ମତରେ ଏଲିୟନଙ୍କଠାରୁ ମଣିଷର ଉତ୍ପତି ହୋଇଛି । ଏହା ଏକ କ୍ରସ ବିଡିଂ ପ୍ରୋସେସ କହିଲେ ଭୁଲ ହେବନି । ମଣିଷ ଦୁଇ ଗୋଡରେ ଛିଡା ହେବା ଏହାର ଏକ ପ୍ରମୁଖ କାରଣ । ଯେତେଦୂର ସମ୍ଭବ ମଣିଷ କମ ଗୁରୁତ୍ୱଆକର୍ଷଣ ଥିବା କୌଣସି ଏକ ଗ୍ରହରେ ଜନ୍ମ ଗ୍ରହଣ କରିଥିଲା ।
ଆମର ପଡୋଶୀ ସୌରମଣ୍ଡଳ ଆଲଫା ସେଂଟାରୀ ଜୀବଙ୍କ ସହ କ୍ରସବିଡିଂ କରାଯାଇ ନିଏଣ୍ଡରଥାଲ ମାନବକୁ ସୃଷ୍ଟି କରାଯାଇଥିଲା । ଏହା ପରେ ମଣିଷର ସୃଷ୍ଟି । ୬୦ ହଜାରରୁ ୨ଲକ୍ଷ ବର୍ଷ ମଧ୍ୟରେ ମଣିଷର ସୃଷ୍ଟି ହୋଇଛି । ଏକପ୍ରକାର କୃତ୍ରିମ ପ୍ରକ୍ରିୟାରେ ମଣିଷର ସୃଷ୍ଟି ହୋଇଥିବାରୁ ସର୍ବଦା ରୋଗଗ୍ରସ୍ତ ରହିଥାଏ ବିଶ୍ୱର ଏହି ବୁଦ୍ଧିମାନ ପ୍ରାଣୀ ବୋଲି ସେ କହିଛନ୍ତି । ସେହିପରି ଆରଏଚ ନେଗେଟିଭ ରକ୍ତର ରହସ୍ୟ ମଧ୍ୟ ଉଜାଗର ହୋଇପାରୁ ନାହିଁ ।
BREAKING NEWS
- ୪ ରାଜ୍ୟରେ କରୁଥିଲେ ଅନଲାଇନ ଟ୍ରେଡିଂ ଠକେଇ, ତିନି ଗିରଫ
- ରାଜ୍ୟ ସରକାର ଭୁଲ ତଥ୍ୟ ଦେଇ ବିଶ୍ୱ ବ୍ୟାଙ୍କ ଟିମ୍ ଓ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି: ବିଜେଡି
- Joranda Mela: ଚଳଚଞ୍ଚଳ ଢେଙ୍କାନାଳ;ଆରମ୍ଭ ହେଉଛି ବିଶ୍ବ ପ୍ରସିନ୍ଧ ଯୋରନ୍ଦା ମେଳା
- Gopalpur Mahotsav: ଗଞ୍ଜାମ ଜିଲ୍ଲାବାସୀଙ୍କୁ ୪୯୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଭେଟି;୩୨ କୋଟିରେ ଗୋପାଳପୁର…
- ସମସ୍ତ ଚାଷୀଙ୍କ ଧାନ ସରକାର କିଣିବେ, କାହାରି ବି ଟୋକନ ଲାପ୍ସ ଯିବ ନାହିଁ: ମନ୍ତ୍ରୀ
- Odisha Budget 2026-27: ଏହି ଦିନରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ, ୨୦ରେ ବଜେଟ୍ ଉପସ୍ଥାପନ
- Naxalites Surrender: ‘ଲାଲ ଆତଙ୍କ’ଉପରେ ପ୍ରହାର: ୮ଲକ୍ଷ ପୁରସ୍କାର ରାଶି ଥିବା ୪ ମାଓବାଦୀଙ୍କ ଆତ୍ମସମର୍ପଣ
- ଏଣିକି ମହାପ୍ରୟାଣ ପରିବର୍ତ୍ତେ ‘୧୦୯ ନମ୍ବର’ ଗାଡି ବ୍ୟବହାର କରାଯିବ: ସ୍ବାସ୍ଥ୍ୟମନ୍ତ୍ରୀ
- ୧୯ ବର୍ଷରୁ କମ ମହିଳା ଫୁଟବଲ: ଭାରତୀୟ ଦଳରେ ସ୍ଥାନ ପାଇଲେ ଓଡିଶାର ଆକାଶୀ
- ରଣଜୀ ଟ୍ରଫି: ଓଡିଶା ବିପକ୍ଷରେ ଝାରଖଣ୍ଡ ୩୮ ରନରେ ପଛୁଆ
Comments are closed.