ଭୁବନେଶ୍ୱର: ଓଡ଼ିଶା ଉପକୂଳରେ ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’ର ପ୍ରଭାବକୁ ଦୃଷ୍ଟିରେ ରଖି ଇଷ୍ଟ କୋଷ୍ଟ ରେଲୱେ ପକ୍ଷରୁ କେତେକ ଟ୍ରେନର ଚଳାଚଳ ବାତିଲ୍ କରିଯାଇଛି । ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ଇତିମଧ୍ୟରେ ୧୦୩ ଟି ଟ୍ରେନକୁ ବାତିଲ୍ କରାଯାଇଥିବାର ଘୋଷଣା ହୋଇଛି ।
ରେଳ କର୍ତ୍ତୃପକ୍ଷ ଜଣାଇ କହିଛନ୍ତି, ଇଷ୍ଟକୋଷ୍ଟ ରେଲୱେର ସୂଚନା ଅନୁସାରେ ନିଜର ରେଳଯାତ୍ରା କରିବାକୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି ।
ଏହି ବାତିଲ୍ ଟ୍ରେନ୍ ଗୁଡିକ ମଧ୍ୟରେ ରହିଛି-
Comments are closed.