Latest Odisha News

BREAKING NEWS

ଟିକାକରଣର ୬ ମାସ ପରେ କମୁଛି ଇମ୍ୟୁନିଟି ଲେବଲ୍‌!

ନୂଆଦିଲ୍ଲୀ: ଏସିଆନ୍ ହେଲଥ କେୟାର ଫାଉଣ୍ଡେସନ୍ ସହିତ ହାଇଦ୍ରାବାଦର AIG ହସ୍ପିଟାଲ୍ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଗବେଷଣାର ଫଳାଫଳ ପ୍ରକାଶ କରିଛି।

ଅଧ୍ୟୟନରୁ ଜଣାପଡିଛି ଯେ ପ୍ରାୟ ୩୦% ବ୍ୟକ୍ତିଙ୍କ ଟିକାକରଣର ୬ ମାସ ପରେ ରୋଗ ପ୍ରତିରୋଧକ ସ୍ତର ହ୍ରାସ ପାଇଛି।

ସଂପୂର୍ଣ୍ଣ ଟୀକାକରଣ କରାଯାଇଥିବା ୧,୬୩୬ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା।

ଦୀର୍ଘ ଦିନର ବ୍ୟବଧାନରେ ସାମ୍ପ୍ରତିକ ଟିକାଗୁଡ଼ିକର କାର୍ଯ୍ୟକାରିତାକୁ ବୁଝିବା ଏହି ଅଧ୍ୟୟନର ଉଦ୍ଦେଶ୍ୟ ବୋଲି ଏଆଇଜି ହସ୍ପିଟାଲର ଚେୟାରମ୍ୟାନ୍ ସ୍ପଷ୍ଟ କରିଛନ୍ତି।

Comments are closed.