Latest Odisha News

BREAKING NEWS

ଦଳ ବିରୋଧୀ କାର୍ଯ୍ୟ ଲାଗି ବିଜେଡିରୁ ନିଲମ୍ବିତ ହେଲେ ନେତା

ଭୁବନେଶ୍ୱର : ବିଜେଡ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଜଣେ ବିଜେଡି ନେତାଙ୍କୁ ଦଳ ବିରୋଧି କାର୍ଯ୍ୟ ପାଇଁ ଦଳରୁ ନିଲମ୍ବନ କରିଛନ୍ତି ।

ବିଜେଡିରୁ ନିଲମ୍ବିତ ହୋଇଥିବା ନେତା ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲା ବରୀ ବ୍ଲକର ପାର୍ଟି ପ୍ରେସିଡେଣ୍ଟ୍ ଏସକେ ସଫିକୁଦିନ୍ (ତାଲି) ।

ଏସମ୍ପର୍କରେ ତତକାଳୀନ ପଦକ୍ଷେପ ଗ୍ରହଣ କରିବା ଲାଗି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ବରିଷ୍ଠ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.