ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ବ୍ୟକ୍ତି ସାଜିଛନ୍ତି ମହାନ ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ । ପର୍ତୁଗାଲର ଏହି ଖେଳାଳିଙ୍କ ଫଲୋର୍ସ ସଂଖ୍ୟା ୪୦ କୋଟି ଛୁଇଁଛି । ପ୍ରଥମ ବ୍ୟକ୍ତି ଭାବେ ସେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଆମେରିକା ମଡେଲ ତଥା ବ୍ୟବସାୟୀ କାଇଲି ଜେନ୍ନେର ରହିଛନ୍ତି । ତାଙ୍କ ଫଲୋର୍ସ ସଂଖ୍ୟା ୩୦୯ ମିଲିୟନ ରହିଛି ।
ଇନଷ୍ଟାଗ୍ରାମର ଲୋକପ୍ରିୟ ବ୍ୟକ୍ତି
୧.କ୍ରିଷ୍ଟିଆନ ରୋନାଲ୍ଡୋ(ପର୍ତୁଗାଲ, ଫୁଟବଲ ଖେଳାଳି): ୪୦୦ ମିଲିୟନ ୨. କାଇଲି ଜେନ୍ନର(ଆମେରିକା, ମଡେଲ): ୩୦୯ ମିଲିୟନ
୩.ଲିଓନେଲ ମେସି (ଆର୍ଜେଂଟିନା, ଫୁଟବଲ):୩୦୬ ମିଲିୟନ ୪.ଡ୍ୱେନ ଦି ରକ ଜନଶନ (ଅଭିନେତା):୨୯୫ ମିଲିୟନ ୫.ସେଲେନା ଗୋଭେଜ(ଆମେରିକା, ଗାୟିକା): ୨୯୫ ମିଲିୟନ ୬.ଏରିୟନ ଗ୍ରାଂଣ୍ଡେ(ଆମେରିକା, ଗାୟିକା): ୨୯୪ ମିଲିୟନ ୭.କିମ କାର୍ଦ୍ଦିଶିୟନ(ଆମେରିକା, ମଡେଲ): ୨୮୪ ମିଲିୟନ ୮.ବେୟନ୍ସ ନୋଲ୍ସ (ଆମେରିକା, ଗାୟିକ)):୨୩୭ ମିଲିୟନ ୯.ଜଷ୍ଟିନ ବାଇବର(ଆମେରିକା, ଗାୟକ):୨୧୯ ମିଲିୟନ ୧୦.ଖୋଲେ କାର୍ଦ୍ଦିସିଆନ(ଆମେରିକା ମଡେଲ): ୨୧୯ ମିଲିୟନ
BREAKING NEWS
- ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପ-ନିର୍ଦ୍ଦେଶକଙ୍କ ପାଖରେ କୋଟିକୋଟି ସମ୍ପତି, ଗିରଫ କଲା ଭିଜିଲାନ୍ସ
- ମୁକେଶ ଅମ୍ବାନୀଙ୍କୁ କାହିଁକି ‘ପ୍ରଧାନମନ୍ତ୍ରୀ’ କହିଲେ ଏଲନ ମସ୍କ…
- CJPର ଆନ୍ଦୋଳନ ପୂର୍ବରୁ ବିମାନରୁ ଅଭିଜିତଙ୍କୁ ଟେକିନେଲା ପୋଲିସ
- ଶକ୍ତିଶାଳୀ ଭୂକମ୍ପରେ ଥରିଲା ପାନାମା; ସୁନାମି ଆଲର୍ଟ ଜାରି…
- ମହଙ୍ଗା ପଡିଲା ସାପ ସହ ରିଲ୍ସ; ନାଗ ଚୋଟରେ ଗଲା ଯୁବକଙ୍କ ଜୀବନ
- ୯.୨୪ କୋଟିର ସରକାରୀ ପାଣ୍ଠି ଆତ୍ମସାତ୍; ଆଉ ୩ ଗିରଫ
- ଛାତ୍ର ସଂସଦ ନିର୍ବାଚନ ବାତିଲ ନେଇ ଭଦ୍ରକ କଲେଜରେ ସାଇନ୍ ଡାଏ
- Salman Khan: ଫ୍ୟାନ୍ସଙ୍କୁ ଚମକାଇଲେ ଭାଇଜାନ୍! ହାଫ୍ ପ୍ୟାଣ୍ଟ ପିନ୍ଧି YouTubeରେ ଏଣ୍ଟ୍ରି କଲେ ସଲମାନ ଖାନ୍, ଛାଡ଼ିଦେବେ କି ଅଭିନୟ?
- ଦିଲ୍ଲୀ ମୁହାଁ CJP ସମର୍ଥକ; ଆନ୍ଦୋଳନ ଅଟକାଇବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର କଡ଼ା ନିର୍ଦ୍ଦେଶ
- Vote Chori Proof: ସିଇସିଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତିଙ୍କୁ ଭେଟିଲା ଇଣ୍ଡି ମେଣ୍ଟ, ଭୋଟ ଚୋରିର ପ୍ରମାଣ ମାଗିଲେ ମହାମହିମ, ରାହୁଲ କହିଲେ…

Comments are closed.