Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ମଇଦାନରେ ଶହଶହ ସମର୍ଥକଙ୍କ ଗହଣରେ ହେଭିୱେଟଙ୍କ ପ୍ରଚାର

କଟକ : ନିଆରା ଢଙ୍ଗରେ କଟକରେ ଚାଲିଛି ହାଇଭୋଲଟେଜ୍ ପ୍ରଚାର । ଘରକୁ ଘର ବୁଲି ଏବଂ ଶୋଭାଯାତ୍ରା କରି ଭୋଟରଙ୍କୁ କରାଯାଉଛି ଆକର୍ଷିତ। ଚକୁଳିଆ ପଣ୍ଡା ବେଶରେ ବୁଲୁଛନ୍ତି ଦ୍ୱାର ଦ୍ୱାର । ଏ ହେଉଛି କଟକ ୨୪ ନମ୍ବର ୱାର୍ଡ୍ ର ଦୃଶ୍ୟ । ଯେଉଁଠାରେ ବିଜେଡି ପ୍ରାର୍ଥୀନି ଦିପ୍ତିମୟୀ ମୂଳିଆଙ୍କ ସପକ୍ଷରେ ଚକୁଳିଆ ପଣ୍ଡା ବେଶରେ ପ୍ରଚାରକୁ ଓହ୍ଲାଇଛନ୍ତି ଦୁଇ ପଣ୍ଡା ।

ପ୍ରାର୍ଥୀନିଙ୍କ ସହ ବିଜେଡିର ହେଭିୱଟ୍ ନେତା । ମେୟର୍ ପ୍ରାର୍ଥୀ ସୁବାଷ ସିଂ,ରଞ୍ଜନ ବିଶ୍ୱାଳଙ୍କ ସମେତ କୁନା ତ୍ରିପାଠୀ, ଶହ ଶହ କର୍ମୀ ପଦଯାତ୍ରା କରି ଭୋଟ୍ ଭିକ୍ଷା କରିଥିଲେ।

ଏହି ପଦଯାତ୍ରାରେ ଶହ ଶହ ମହିଳା କର୍ମୀ ସାମିଲ୍ ହୋଇଥିଲେ। ତେବେ ଚକୁଳିଆ ପଣ୍ଡାଙ୍କ ଏହି ଗୀତ ଅନ୍ୟମାନଙ୍କୁ ବେଶ୍ ଆକୃଷ୍ଟ କରିଥିଲା। ବିଭିନ୍ନ ଢଙ୍ଗରେ ଗୀତ ବୋଲି ଭୋଟରଙ୍କ ନିକଟତର ହେବାକୁ ଚେଷ୍ଟା ଜାରି ରଖାଯାଇଥିଲା। କଟକ ସହରର ଅନେକ ଉନ୍ନତିକରଣ କାମ ସହ କୋଟି କୋଟି ଟଙ୍କାର ପ୍ରକଳ୍ପ ଜନସାଧାରଣଙ୍କ ନିକଟରେ ଉତ୍ସର୍ଗୀକୃତ ହୋଇଛି ।  ପରିମାଣରେ ବିଜୟ ଲାଭ କରିବ ବୋଲି କହିଛନ୍ତି ମେୟର୍

Comments are closed.