ଅହମଦାବାଦ: ମହାରାଷ୍ଟ୍ରରେ ଚାଲିଥିବା ଉଦ୍ଧବ ସରକାର ଏବେ ସଙ୍କଟରେ । ରାଜ୍ୟସଭା ଏବଂ ଏମଏଲସି ନିର୍ବାଚନରେ ଜୋରଦାର କ୍ରସ ଭାେଟିଂ ପରେ ଆଜି ବୈଠକ ଡକାଇଥିଲେ ଉଦ୍ଧବ ଠାକରେ । ସେପଟେ ଶିବସେନାର 17 ବିଧାୟକ ଏବେ ଗୁଜରାଟର ସୁରାଟରେ ଯାଇ ପହଁଚିଛନ୍ତି । ଏପରି ଚର୍ଚା ହେଉଛି ମେଂଟ ସରକାର ଭାଙ୍ଗିଯାଇପାରେ । ସୁରଟରେ ବିଜେପି ନେତାଙ୍କ ସହ ଶିବସେନା ବିଧାୟକମାନେ ବୈଠକ କରିଥିବା ଆଶା କରାଯାଉଛି । ଏହି ବିଧାୟକମାନେ ଅସନ୍ତୁଷ୍ଟ ଥିବା କୁହାଯାଉଛି ।
BREAKING NEWS
- ସରକାରୀ ଟଙ୍କାରେ ବାବରୀ ମସଜିଦ ନିର୍ମାଣ କରିବାକୁ ଚାହୁଁଥିଲେ ନେହେରୁ, କିନ୍ତୁ ଏହି ନେତା ବାଧା ଦେଇଥିଲେ
- ଟିଏସ୍ଏମ୍ ପକ୍ଷରୁ ଏନ୍ଏଚ୍-୫୫ର କଣ୍ଟାବଣିଆଠାରେ ଆଲୋକୀକରଣ ବ୍ୟବସ୍ଥାର ଲୋକାର୍ପଣ
- ଲଘୁ ଖଣିଜରୁ ସଂଗୃହୀତ DMF ପାଣ୍ଠିକୁ ସେହି ଜିଲ୍ଲାରେ ଖର୍ଚ୍ଚ କରାଯିବ: ମୁଖ୍ୟମନ୍ତ୍ରୀ
- ଫାଇରିଂ କରିଦେବି କହି ଅଡୁଆରେ ବିଜେଡି ନେତା ପ୍ରଦୀପ ମାଝୀ…ଥାନାରେ ଏତଲା
- Illegal Bangladeshi: ବିଳମ୍ବିତ ରାତିରେ ବାଂଲାଦେଶୀ ସନ୍ଦେହରେ ପୋଲିସର ଚଢ଼ାଉ;୨୧ ସନ୍ଦିଗ୍ଧ ଅଟକ
- ଆସନ୍ତାକାଲି ଘୋଷଣା ହେବ +୨ ପରୀକ୍ଷା ତାରିଖ
- ଭାରତର ଏହି ଗାଁରେ ସାପଙ୍କ ସହ ଖେଳନ୍ତି ଛୋଟ ପିଲା, ସବୁ ଘରେ ଥାଏ କୋବ୍ରା
- ଭୁଲ ମାଗିଲେ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ଶୁଭଙ୍କର, କହିଲେ ପୁରୀ ହେଉଛି ମୋର….
- ପ୍ରଥମ ଥର ଆସିଲା ତିନି ଥର ମୋଡ଼ି ହେଉଥିବା ଫୋନ୍, ଦୁଇଟି ସେଲ୍ଫି କ୍ୟାମେରା ସହ ଦୁଇଟି ଡିସ୍ପ୍ଲେ
- ରାଜ୍ୟରେ ପ୍ରଶାସନିକ ଏବଂ ଶାସନ ସଂସ୍କାର କମିଟି ଗଠିତ; ନଜର ରଖିବେ ୫…
Comments are closed.