Latest Odisha News
Browsing Tag

Maharastra

ମାଲେମାଲ କରିଲା ଟମାଟୋ ବେପାର: ଦେଢ଼ କୋଟି ଟଙ୍କା ରୋଜଗାର କଲେ ତୁକାରାମ

ପୁନେ: ବର୍ତ୍ତମାନ ଟମାଟୋ ଦର ଆକାଶ ଛୁଆଁ। ଶହେ ଉପରେ କେଜି। ଯେଉଁଠି ଗ୍ରାହକମାନେ କିଲେ ଲେଖାଏଁ ଟମାଟୋ କିଣନ୍ତି, ଆଜି ସେଠି ହାତଗଣତି ତଥା ଦୁଇ ଶହ, ଅଢେଇ ଶହ ଗ୍ରାମ୍‌ରେ ମନ ବୁଝେଇବାକୁ ପଡୁଛି । ହେଲେ ଏହି ଟମାଟୋ ବେପାର କରି ମାଲେମାଲ ହୋଇଗଲେ ବ୍ୟବସାୟୀ l ଶହେ କି ହଜାରେ ନୁହେଁ,…

ଜଳୁଥିବା ଚୁଲି ଉପରେ ବସି ଲୋକଙ୍କୁ ଆଶୀର୍ବାଦ ଦେଉଛନ୍ତି ବାବା, ଭିଡିଓ ଦେଖି ସମସ୍ତେ ସ୍ତବ୍ଧ

ନୂଆଦିଲ୍ଲୀ : ବାବା କହିଲେ ସମସ୍ତେ ଜାଣନ୍ତି । ବାବାମାନଙ୍କର ଅଲୌକିକ କାର୍ଯ୍ୟକୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । କେଉଁଠାରେ ବାବା ବର୍ଷ ବର୍ଷ ଧରି ଛିଡ଼ା ହୋଇ ତପସ୍ୟା କରିଥାଆନ୍ତି ତ କେତେବେଳେ ପାଣି ଉପରେ ପଦ୍ମାସନ କରି ବସିବାର ଆପଣ ଦେଖିଥିବେ ଏବଂ ଶୁଣିଥିବେ। ତେବେ ଏହି…

ବସ୍‌କୁ ଧକ୍କା ଦେଲା କାର୍‌, ଚାଲିଗଲା ୪ ଜଣଙ୍କ ଜୀବନ

ଅହମ୍ମଦାବାଦ : ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ବଡ଼ ଅଘଟଣ ।  ଭାରସାମ୍ୟ ହରାଇ ବସ୍‌ କୁ ଧକ୍କା ଦେଲା କାର୍‌ । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ମୁମ୍ବାଇ-ଅହମ୍ମଦାବାଦ ଜାତୀୟ ରାଜପଥର ଦହନୁ ଅଞ୍ଚଳରେ ଏହି ଦୁର୍ଘଟଣାଟି ଘଟିଛି।…

ସୋଲାପୁରର ବ୍ରିଜରୁ ଡେଇଁ ୧୨ ହରିଣଙ୍କର ମୃତ୍ୟୁ

ମହାରାଷ୍ଟ୍ର: ଏକ ପୋଲରୁ ଡେଇଁ ୧୨ କୃଷ୍ଣସାର ମୃଗଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି  ମହାରାଷ୍ଟ୍ରର ସୋଲାପୁରସ୍ଥିତ ସୋଲାପୁର-ମାଣ୍ଡ୍ରୁପ ରାସ୍ତାରେ ଥିବା ଏକ ବ୍ରିଜ୍ ନକଟରେ । ହଠାତ୍ ପୋଲରୁ ଡେଇଁବାରୁ ୧୨ ମୃଗଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଟି ଆହତ ହୋଇଛନ୍ତି।…

୩ ବର୍ଷୀୟ ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା

ଥାନେ : ମହାରାଷ୍ଟ୍ରର ଭିୱାଣ୍ଡିରୁ ଆସିଲା ଲଜ୍ଜାଜନକ ଘଟଣା। ୩ ବର୍ଷୀୟ ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ପରେ କରାଯାଇଛି ହତ୍ୟା । ସୂଚନା ଅନୁଯାୟୀ, ପିଡ଼ୀତାଙ୍କ ବାପା ଜଣେ ସ୍କ୍ରାପ ଦୋକାନ କରିଥିବା ବେଳେ ମା’ ବ୍ୟାଗ ତିଆରି ୟୁନିଟରେ କାମ କରନ୍ତି । ଘଟଣା ଦିନ ପୀଡ଼ିତାଙ୍କ ପରିବାର ଲୋକ କାମ…

ସ୍କୁଲରେ ଜଣେ ଛାତ୍ର, ଜଣେ ଶିକ୍ଷକ: ତଥାପି ନିୟମିତ ଚାଲିଛି ପାଠପଢା

ମୁମ୍ବାଇ: ସ୍କୁଲ ଅଛି । ବେଲ ବାଜୁଛି । ସାର ଆସୁଛନ୍ତି । ପ୍ରାର୍ଥନା ହେଉଛି । ପାଠ ପଢା ବି ହେଉଛି । ସ୍କୁଲ ନିୟମିତ ଚାଲିଛି ।  ହେଲେ ସ୍କୁଲରେ ପିଲାଙ୍କ ସଂଖ୍ୟା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସ୍କୁଲରେ ଅଛନ୍ତି ମାତ୍ର ଜଣେ ଛାତ୍ର । ଜଣେ  ଛାତ୍ରଙ୍କୁ ନେଇ ଚାଲୁଛି ସ୍କୁଲ୍ । …

ସୁବର୍ଣ୍ଣ କଳସ ଦାନ ପରେ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ନାସିକ୍‌ : ପୁଣି ଚର୍ଚ୍ଚାରେ ସ୍ୱାସ୍ଥ୍ୟମନ୍ତ୍ରୀ । ମହାରାଷ୍ଟ୍ରର ଶନି ଶିଙ୍ଗନାପୁର ମନ୍ଦିରକୁ ସୁବର୍ଣ୍ଣ କଳସ ଦାନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଏହି ସୁବର୍ଣ୍ଣ କଳସଟି ୭ଶହ ଗ୍ରାମର ସୁନା ଓ ୫କେଜି ରୂପାରେ ନିର୍ମିତ ହୋଇଛି  । ଏହି ସୁବର୍ଣ୍ଣ କଳସର ମୂଲ୍ୟ କୋଟିଏ ଟଙ୍କା  ।…

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ, ଟ୍ୟାକ୍ସ ଫାଙ୍କୁଛନ୍ତି ଐଶ୍ବର୍ଯ୍ୟା

ମୁମ୍ବାଇ:  ପୁଣି ଚର୍ଚ୍ଚାକୁ ଆସିଲେ ବଲିଉଡର ଚୁଲବୁଲି ଅଭିନେତ୍ରୀ । ଟ୍ୟାକ୍ସ ଦେଉ ନାହାନ୍ତି ବଚ୍ଚନ ପରିବାରର ବଧୁ ଐଶ୍ବର୍ଯ୍ୟା ରାୟ ବଚ୍ଚନ । ଜମି କିଣିଛନ୍ତି, କର ଦେଉ ନାହାଁନ୍ତି  । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ୧୨ ମାସର  ବକେୟା ଟ୍ୟାକ୍ସ ଦେଇ ନାହାଁନ୍ତି ଅଭିନେତ୍ରୀ  ।…

୧୬ ବର୍ଷର ନାବାଳିକାକୁ ଗଣ ଦୁଷ୍କର୍ମ, ୮ ଗିରଫ

ମୁମ୍ବାଇ :  ମହାରାଷ୍ଟ୍ରର ପାଲବିତା ଅଞ୍ଚଳରୁ ଆସିଛି ଲଜ୍ଜାଜନକ ଘଟଣା । ଗଣଦୁଷ୍କର୍ମର ଶିକାର ହୋଇଛି ୧୬ ବର୍ଷର ଝିଅ । ଏହି ଘଟଣାରେ ୮ ଜଣକୁ ଗିରଫ କରି ତଦନ୍ତ ଚଳାଇଛି ପୋଲିସ  । ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ୮ଜଣ ଯୁବକ ତାଙ୍କୁ ଜବରଦସ୍ତି ଉଠାଇ ନେଇ…

୨ଯାଆଁଳା ଭଉଣୀ ପ୍ରେମରେ ଦିଓ୍ୱାନା ହେଲେ ଯୁବକ, ଗୋଟିଏ ବେଦୀରେ ସମ୍ପନ୍ନ ହେଲା ବିବାହ  

ନୂଆଦିଲ୍ଲୀ : ଜଣେ ଯୁବକଙ୍କୁ ବିବାହ କଲେ ଦୁଇ ଯାଆଁଳା ଭଉଣୀ  । ଦୁଇ ଭଉଣୀଙ୍କ ହୃଦୟ ଚୋରି କଲେ ଆଇଟି ଇଞ୍ଜିନିୟର ଅତୁଲ । ଜଣେ ଯୁବକଙ୍କୁ ହିଁ ନିଜର ଜୀବନସାଥୀ ରୂପେ ବାଛିଛନ୍ତି ଏବଂ ତାଙ୍କୁ ବିବାହ କରିଛନ୍ତି ।  ମହାରାଷ୍ଟ୍ରର ସୋଲାପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ନିଆରା ବାହାଘର …