Latest Odisha News

BREAKING NEWS

Browsing Tag

National

ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟୀ ଅଭିଭାଷଣ

ଆସନ୍ତାକାଲି ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ । ତେବେ ଦାୟିତ୍ବରୁ ବିଦାୟ ନେବା ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ର ଉଦ୍ଦେଶ୍ୟରେ ନିଜର ବିଦାୟୀ ଅଭିଭାଷଣ ରଖିଛନ୍ତି ।  ରାଷ୍ଟ୍ରପତି କହିଛନ୍ତି.. ପ୍ରିୟ ଦେଶବାସୀ ନମସ୍କାର, ଆଜକୁ ପାଞ୍ଚ ବର୍ଷ…

ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ କାର୍ଯ୍ୟଭାର ଗ୍ରହଣ ସମାରୋହ

ଓଡ଼ିଶା ସମ୍ବାଦ ବ୍ୟୁରୋ: ନବ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆସନ୍ତା ଜୁଲାଇ ୨୫, ୨୦୨୨ ସୋମବାର ଦିନ ୧୦ଟା ୧୫ମିନିଟ୍‌ରେ ନୂଆଦିଲ୍ଲୀସ୍ଥିତ ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ଅନୁଷ୍ଠିତ ସମାରୋହରେ କାର୍ଯ୍ୟଭାର ଗ୍ରହଣ କରିବେ । ରାଜ୍ୟସଭା ଅଧ୍ୟକ୍ଷ, ପ୍ରଧାନମନ୍ତ୍ରୀ,…

ଆଜି ନିଟ୍‌ ୟୁଜି ପରୀକ୍ଷା

ଓଡ଼ିଶା ସମ୍ବାଦ: ଆଜିଠୁ ଦେଶର ବିଭିନ୍ନ ମେଡିକାଲ୍‌ କଲେଜରେ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ଡିଗ୍ରୀରେ ନାମଲେଖା ପାଇଁ ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌) ୟୁଜି ପରୀକ୍ଷା ହେବ । ଚଳିତବର୍ଷ ୧୮ ଲକ୍ଷ ୭୨ ହଜାର ୩୨୯ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଗତବର୍ଷ ତୁଳନାରେ…

ସୋନିଆ ଗାନ୍ଧୀଙ୍କୁ ପୁଣି ଇଡିର ସମନ

ନୂଆଦିଲ୍ଲୀ: ଇଡି ପୁଣି ଜେରା ପାଇଁ ସମନ କରିଛି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ  । ଜୁଲାଇ 21ରେ ପୁଣି ହାଜର ହେବା ପାଇଁ କହିଛି ଇଡି ।  ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ ପୁଣିଥରେ ସମନ ଜାରି କରିଛି।  ପୂର୍ବରୁ ଇଡି ନ୍ୟାସନାଲ ହେରାଲ୍ଡ ଖବର କାଗଜ ସହ ଜଡ଼ିତ ମାମଲାରେ ରାହୁଲ…

ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟ ସ୍ଥିର ଅଛି

ନୂଆଦିଲ୍ଲୀ: ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟ ସ୍ଥିର ଅଛି । ଏମ୍ସରେ ଚିକିତ୍ସିତ ହେଉଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି ବୋଲି ଖବର ପ୍ରକାଶିତ ହୋଇଥିଲା ।   ଲାଲୁଙ୍କ ଶରୀର ନିସ୍ତେଜ ହେବାରେ ଲାଗିଛି …

ପ୍ରଥମ ଅରୁଣ ଜେଟଲୀ ସ୍ମାରକୀ ବକ୍ତୃକ୍ତାମାଳା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 8 ଜୁଲାଇ  ସଂଧ୍ୟା ୬.୩୦ରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଆୟୋଜିତ ପ୍ରଥମ ଅରୁଣ ଜେଟଲୀ ସ୍ମାରକୀ ବକ୍ତୃକ୍ତାମାଳା (ଏଜେଏମ୍‍ଏଲ୍‍) ରେ ଯୋଗଦେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାବେଶକୁ ସମ୍ବୋଧିତ କରିବେ । ଏଥିରେ  ମୁଖ୍ୟ…

ଡାକ ବିଭାଗ ପକ୍ଷରୁ ଦୀନ ଦୟାଲ ସ୍ପର୍ଶ ଯୋଜନା ଆରମ୍ଭ

ନୂଆଦିଲ୍ଲୀ: ଷଷ୍ଠରୁ ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ବାର୍ଷିକ ଛାତ୍ର ବୃତ୍ତି ପ୍ରଦାନ କରିବା ପାଇଁ ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ଦୀନ ଦୟାଲ ସ୍ପର୍ଶ ଯୋଜନା ଆରମ୍ଭ କରାଯାଇଛି । ସଉକ ଭାବେ ଡାକ ଟିକଟ ସଂଗ୍ରହ ଏବଂ ଗବେଷଣାକୁ ପ୍ରୋତ୍ସାହନ ଦେବା ଲାଗି ଏହି ଛାତ୍ର ବୃତ୍ତି…

ଆଜି ବାରଣାସୀ ଠାରେ ଅଖିଳ ଭାରତୀୟ ଶିକ୍ଷା ସମାଗମର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀ ଆଜି ବାରାଣସୀରେ ଗସ୍ତରେ ଯିବେ । ନିଜ ସଂସଦୀୟ କ୍ଷେତ୍ର ପାଇଁ ମୋଦି ୧୭୭୪ କୋଟି ଟଙ୍କାର ପ୍ରକଳ୍ପକୁ ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । ମୋଟ ୩୧ଟି ପ୍ରକଳ୍ପ ଜନତାଙ୍କ ପାଇଁ ସମର୍ପିତ କରିବେ, ଯେଉଁଥିରେ କି ୫୫୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି…

ଉଦୟପୁର ଯିବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଉଦୟପୁରରେ ତଣ୍ଟିକାଟି ହତ୍ୟାକାଣ୍ଡ ଘଟଣାରେ ସାରା ଦେଶରେ ପ୍ରତିବାଦର ସ୍ବର ଉଠିଛି । ସମସ୍ତେ ଏହି ଘଟଣାକୁ ନିନ୍ଦା କରିବା ସହ ଏହା ବିରୋଧରେ ରାଜସ୍ଥାନ ସରକାର କଠୋର ଦଣ୍ଡ ଅପରାଧୀଙ୍କୁ ଦିଅନ୍ତୁ ବୋଲି ଦାବି ହେଉଛି । ଏପରିକି ରାଜ୍ୟ ସରକାର ତୁଷ୍ଟିକରଣ…

ଭଗବାନ ଜଗନ୍ନାଥ ଜଗତର ସ୍ୱାମୀ : ପ୍ରଧାନମନ୍ତ୍ରୀ

ଆଜି ମନ କି ବାତରେ ପ୍ରଧାନମନ୍ତ୍ରୀ ମୋଦି ଜଗନ୍ନାଥଙ୍କ କଥା ସ୍ମରଣ କରିଛନ୍ତି ।  କହିଛନ୍ତି କି ଭଗବାନ ଜଗନ୍ନାଥ ହେଉଛନ୍ତି ଜଗତର ସ୍ୱାମୀ । ଆମ ଦେଶରେ ସମୟ ସମୟରେ ଅଲଗା ଅଲଗା ଦେବଯାତ୍ରା ଦେଖିବାକୁ ମିଳିଥାଏ ।  ଦେବଯାତ୍ରା ଅର୍ଥାତ୍ ଯେଉଁଥିରେ କେବଳ ଭକ୍ତ ନୁହଁନ୍ତି, ଭଗବାନ ମଧ୍ୟ…