Latest Odisha News

BREAKING NEWS

Browsing Tag

Uddhab Thackrey

ସୁପ୍ରିମକୋର୍ଟରେ ସିନ୍ଦେ ଗୋଷ୍ଠୀର ବିଜୟ, ଉଦ୍ଧବ ଠାକରେଙ୍କୁ ଝଟକା

ନୂଆଦିଲ୍ଲୀ: ଶିବ ସେନା (ଉଦ୍ଧବ ଗୋଷ୍ଠୀ) ବନାମ ଶିବ ସେନା (ସିନ୍ଦେ ଗୋଷ୍ଠୀ) ମାମଲାରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ବଡ଼ ଝଟକା ଲାଗିଥିବା ବେଳେ ଏକନାଥ ସିନ୍ଦେ ହିଁ ମୁଖ୍ୟମନ୍ତ୍ରୀ ରହିବେ ବୋଲି କହିଛନ୍ତି…

ଉଦ୍ଧବ ଠାକରେଙ୍କୁ ପୁଣି ଲାଗିବ ଝଟକା! 7 ଜଣ ସାଂସଦ ବୈଠକକୁ ଆସିଲେନି

ଓଡ଼ିଶା ସମ୍ବାଦ ବ୍ୟୁରୋ:  ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ଦଳରୁ ଜଣକ ପରେ ଜଣେ ନେତା ଦଳ ଛାଡି ସିନ୍ଦେଙ୍କ ଗୋଷ୍ଠୀରେ ମିଶୁଛନ୍ତି । ଉଦ୍ଧବ ଦଳ ବଂଚାଇବା ପାଇଁ ବୈଠକ ପରେ ବୈଠକ କରୁଛନ୍ତି । ତେବେ ନେତାଙ୍କୁ ଅପେକ୍ଷା କରି କରି ବେଳ ଯାଉଛି ।  ନିକଟରେ ମହାରାଷ୍ଟ୍ରରେ କ୍ଷମତା ହରାଇଥିବା…

ଆଜି ଆସ୍ଥା ଭୋଟ ଲୋଡ଼ିବେ ମୁଖ୍ୟମନ୍ତ୍ରୀ ସିନ୍ଦେ

ମହାରାଷ୍ଟ୍ର  ବିଧାନସଭାରେ ଆଜି ଆସ୍ଥା ଭୋଟ ଲୋଡିବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଆଜିର ସଂଖ୍ୟା ଗରିଷ୍ଠତା ପ୍ରମାଣକୁ  ଉଦ୍ଧବ ଗୋଷ୍ଠୀ ଏବଂ ସିନ୍ଦେ ଗୋଷ୍ଠୀଙ୍କ ମଧ୍ୟରେ ବଡ଼ ଲଢ଼େଇ ଭାବେ ବିବେଚନା କରାଯାଉଛି। ତେଣୁ ଫ୍ଲୋର ଟେଷ୍ଟ୍‌ ଉପରେ ସମସ୍ତଙ୍କ ନଜର ରହିଛି। ଫ୍ଲୋର ଟେଷ୍ଟ ପରେ…

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ  ଇସ୍ତଫା ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଆସିବା ପରେ ଇସ୍ତଫା ଦେଇଛନ୍ତି ଉଦ୍ଧବ । ଇସ୍ତଫା ପୂର୍ବରୁ ଉଦ୍ଧବ କିଛି ଇମୋସନାଲ କଥା କହି ଶେଷରେ ଇସ୍ତଫା ଦେଉଛି ବୋଲି କହିଥିଲେ ।…

ଉଦ୍ଧବ ଠାକରେଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଆସନ୍ତାକାଲି ଉଦ୍ଧବ ଠାକରେଙ୍କ ସରକାର ବହୁମତ ସାବ୍ୟସ୍ତ କରିବ । ସୁପ୍ରିମକୋର୍ଟ  ରାଜ୍ୟପାଳଙ୍କ ନିର୍ଦେଶ ଉପରେ ରୋକ ଲଗାଇନାହାଁନ୍ତି । https://twitter.com/ANI/status/1542171239745171456 ମହାବିକାଶ ଅଘାଡ଼ି ମେଣ୍ଟରୁ ୩୯ ବିଧାୟକ ସମର୍ଥନ…

ଉଦ୍ଧବ, ସଂଜୟଙ୍କ ଧମକ କାମ ଦେଉନି

ମୁମ୍ବାଇ: ମହାରାଷ୍ଟ୍ର ଭାୟା ସୁରଟ ହୋଇ ଗୈାହାଟିରେ ଏକନାଥ ସିନ୍ଦେ ଯେଉଁ ବିଦ୍ରୋହ  ରାଜନୀତି କରୁଛନ୍ତି ତାହା ବୁଝିବାରେ ସଂଜୟ ଏବଂ ଉଦ୍ଧବ ଫେଲ ହୋଇଛନ୍ତି । ଧମକ ଚମକ ଦେଇ ପାର୍ଟି ଚଲାଇବାରେ ବିଶ୍ବାସ ରଖୁଥିବା ଉଦ୍ଧବ ଠାକରେ ଏବଂ ସଂଜୟ ରାଉତ ଏବେ ନିରୁପାୟ । ସମସ୍ତ ଚେଷ୍ଟା ସତ୍ତ୍ବେ…

ଭାଙ୍ଗିଯିବ କି ଉଦ୍ଧବଙ୍କ ସରକାର?

ମୁମ୍ବାଇ:  ମହାରାଷ୍ଟ୍ର ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି । ସରକାର ରହିବ କି ଭାଙ୍ଗିବ ଏହି ଚର୍ଚା ଏବେ ସବୁଠି । ଅଢ଼େଇ ବର୍ଷର ମେଂଟ ସରକାର ଏବେ ବିପଦରେ ଥିବା ରାଜନୀତି ସମୀକ୍ଷକମାନେ କହୁଛନ୍ତି । କାରଣ ଶିବସେନାର ବରିଷ୍ଠ ନେତା ତଥା ମହାରାଷ୍ଟ୍ର ନଗର ଉନ୍ନୟନ ମନ୍ତ୍ରୀ ଏକନାଥ…

ମହାରାଷ୍ଟ୍ରର ଉଦ୍ଧବ ସରକାରରେ ଫାଟ!

ଅହମଦାବାଦ: ମହାରାଷ୍ଟ୍ରରେ ଚାଲିଥିବା ଉଦ୍ଧବ ସରକାର ଏବେ ସଙ୍କଟରେ । ରାଜ୍ୟସଭା ଏବଂ ଏମଏଲସି ନିର୍ବାଚନରେ ଜୋରଦାର କ୍ରସ ଭାେଟିଂ ପରେ ଆଜି ବୈଠକ ଡକାଇଥିଲେ ଉଦ୍ଧବ ଠାକରେ । ସେପଟେ ଶିବସେନାର 17  ବିଧାୟକ ଏବେ ଗୁଜରାଟର ସୁରାଟରେ ଯାଇ ପହଁଚିଛନ୍ତି । ଏପରି ଚର୍ଚା ହେଉଛି ମେଂଟ ସରକାର…

ମହାରାଷ୍ଟ୍ର ହସ୍ପିଟାଲ ଟ୍ରାଜେଡି: ଦୁଃଖପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ତଦନ୍ତ ନିର୍ଦ୍ଦେଶ ଦେଲେ ଉଦ୍ଧବ ଠାକରେ

ମୁମ୍ବାଇ: ମହାରାଷ୍ଟ୍ର ଭଣ୍ଡାରା ସ୍ଥିତ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାକୁ ନେଇ ସାରା ଦେଶରେ ଦୁଃଖପ୍ରକାଶ । 10 ଜଣ ଶିଶୁଙ୍କ ମୃତ୍ୟୁ ଘଟଣାକୁ ନେଇ ଗଭୀର ଦୁଋଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆହତ ଶିଶୁଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।…