ଲକ୍ଷ୍ନୈା: ,ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁଙ୍କୁ ନେଇ ବିବାଦୀୟ ଟୁଇଟ କରିଥିବା ଚଳଚ୍ଚିତ୍ର ନିର୍ଦେଶକ ରାମ ଗୋପାଳ ବର୍ମାଙ୍କୁ ୟୁପି ପୋଲିସ ଗିରଫ କରିପାରେ । ତାଙ୍କ ନାମରେ ମାମଲା ଦାଖଲ ହୋଇଛି । ପାଣ୍ଡବ, ଏବଂ କୈାରବଙ୍କ ସହ ମୁର୍ମୁଙ୍କୁ ଜୋଡି ବିବାଦୀୟ ଟୁଇଟ୍ କରିଥିବାରୁ ଏ ସଂପର୍କରେ ହଜରତଗଞ୍ଜ କୋଟୱାଲି ପୋଲିସ ଷ୍ଟେସନରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ନିର୍ମାତା ରାମ ଗୋପାଳ ବର୍ମାଙ୍କ ବିରୋଧରେ ଏକ ଏଫଆଇଆର ପଞ୍ଜୀକୃତ ହୋଇଛି। ପୋଲିସ କହିଛି ଖୁବ ଶୀଘ୍ର ବର୍ମାଙ୍କୁ ପଚରାଉଚୁରା କରାଯିବ । ଯଦି ସନ୍ତୋଷଜନକ ଉତ୍ତର ନମିଳେ ତେବେ ଜେଲ ଯାଇପାରନ୍ତି ରାମ ଗୋପାଳ ବର୍ମା
BREAKING NEWS
- ପ୍ରାଇଭେଟ୍ ପାର୍ଟ ଭିତରେ ଲୁଚାଇଥିଲେ ୨ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ସୁନା, ୪ ଗିରଫ
- କାହାକୁ ବାଛିବ ସୋନପୁର ?
- ପଦମପୁରକୁ ଜିଲ୍ଲା କରାଇ ଦେଉନାହାନ୍ତି ବିରୋଧି: ପାଣ୍ଡିଆନ
- ଭେଜ୍ ଥାଳିର ଦାମ ବଢ଼ିଛି ୮ ପ୍ରତିଶତ, ନନ୍ ଭେଜ୍ ଥାଳି କମିଛି ୪ ପ୍ରତିଶତ…
- ଆତ୍ମନିର୍ଭର ହେଉଛି ଭାରତ: ଗୋଟେ ବର୍ଷ ପରେ ଆଉ ବିଦେଶରୁ ଅସ୍ତ୍ର କିଣିବନି ଭାରତୀୟ ସେନା
- ଓଡ଼ିଶାର ଅସ୍ମିତା ପାଇଁ ରାଜ୍ୟ ବିଜେପି ଉପସଭାପତିଙ୍କ ନେତୃତ୍ବରେ ଶ୍ରୀମନ୍ଦିରରୁ ବାହାରିଲା ମହାପ୍ରଭୁଙ୍କ ବିଜୟ ମାଳ ଓ ମହାପ୍ରସାଦ
- ପିଟ୍ରୋଡାଙ୍କ ବୟାନ୍ ନେଇ ରାହୁଲଙ୍କୁ ଜବାବ ମାଗିଲେ ମୋଦି
- ଭାରତରେ ଗୁଗୁଲ ଲଞ୍ଚ କଲା ୱାଲେଟ୍ ଆପ୍, ଜାଣନ୍ତୁ ଡିଜିଟାଲ୍ ପର୍ସର ଉପକାରିତା
- ଭାରତୀୟ ସଂସ୍କୃତି ପାଇଁ କଳଙ୍କ ‘ଲିଭ୍-ଇନ ରିଲେସନଶିପ୍’
- ବିଜେଡିରେ ସାମିଲ ହେଲେ ଅଭିନେତା ଅଖିଳ ପଟ୍ଟନାୟକ