Latest Odisha News

BREAKING NEWS

ଛିଙ୍କିବା ବେଳେ ନାକ ବାଟେ ବାହାରିଲା ୧୦ ବର୍ଷ ତଳୁ ଫସି ରହିଥିବା କଏନ୍

ନୂଆଦିଲ୍ଲୀ: ୧୦ ବର୍ଷ ପରେ ବାହାରିଲା ନାକରେ ଲାଗି ରହିଥିବା କଏନ୍ । ଆଜ୍ଞା ହଁ ମାତ୍ର ୪ ବର୍ଷର ହୋଇଥିବା ଉମର କମେର ନାକ ଭିତରେ ଏକ କଏନ୍ ଲାଗି ଯାଇଥିଲା । ଆଉ ୧୦ ବର୍ଷ ପରେ ଛିଙ୍କିବା ବେଳେ କଏନଟି ନାକ ବାଟେ ବାହାରି ଆସିଛି । ଏ ଘଟଣା ହେଉଛି ଦକ୍ଷିଣ ଲଣ୍ଡନରେ ରହୁଥିବା ଉମେର କମରଙ୍କର ।

ତେବେ ୪ ବର୍ଷର ହୋଇଥିବା ବେଳେ କିଭଳି ନାକରେ କଏନ୍ ଫସି ରହିଥିଲା ତାଙ୍କର ମନେ ନାହିଁ । କିନ୍ତୁ କଏନ୍ ପାଇଁ ନାକରେ ଘା ସୃଷ୍ଟି ହୋଇଥିଲା । କିନ୍ତୁ ଡାକ୍ତର ଦେଖିବା ପରେ ବି କଏନ୍ ଫସିଥିବା ଜାଣି ପାରି ନଥିଲେ । କିନ୍ତୁ କଏନ୍ ପାଇଁ ନାକରେ ଯନ୍ତ୍ରଣା ହେଉଥିଲା । ଫଳରେ ନାକ ସହ ଦୁଇ କାନକୁ ଚାପି ଧରିଥିଲେ । ଆଉ ଛିଙ୍କ ଆସିବାରୁ ବାହାରି ଆସିଥିଲା କଏନଟି ।

Leave A Reply

Your email address will not be published.