ଓଡ଼ିଶା ସମ୍ବାଦ ବ୍ୟୁରୋ: ରାଷ୍ଟ୍ରପତି ଭବନରେ ଆମକୁ ମୂର୍ତ୍ତିର ଆବଶ୍ୟକତା ନାହିଁ । ଏଭଳି ବିବାଦୀୟ ବକ୍ତବ୍ୟ ଦେଇଛନ୍ତି ତେଜସ୍ବୀ ଯାଦବ । ସେ କହିଛନ୍ତି ଯଶୋବନ୍ତଙ୍କ କଥା ଆପଣମାନେ ଶୁଣୁଛନ୍ତି । ତାଙ୍କ ପ୍ରେସ ରିଲିଜ ଆପଣମାନେ ପଢ଼ୁଛନ୍ତି । କିନ୍ତୁ ସରକାରୀ ଦଳର ପ୍ରାର୍ଥୀଙ୍କ କିଛି କଥା ଆପଣମାନେ ଶୁଣିଛନ୍ତି କି? ସେ କିଛି କହୁନାହାଁନ୍ତି କି ପ୍ରେସ ରିଲିଜ କରିନାହାଁନ୍ତି ବୋଲି କହିଛନ୍ତି ତେଜସ୍ବୀ ଯାଦବ । ତାଙ୍କର ଏଭଳି ବିବୃତ୍ତିକୁ ନେଇ ଏବେ ଚର୍ଚା ଜୋର ଧରିଛି ।
#WATCH | You don't need a 'Murti' (statue) in Rashtrapati Bhawan…You must have heard Yashwant Sinha Ji speaking, but not Centre's Presidential candidate… not a single presser by her since her candidature was announced: Tejashwi Yadav, RJD (16.07) pic.twitter.com/VKn38nNi9r
— ANI (@ANI) July 17, 2022
ତେଜସ୍ବୀ ଯାଦବଙ୍କୁ ବହୁ ୟୁଜର ମଧ୍ୟ ସମାଲୋଚନା କରିଛନ୍ତି
वह राबड़ी देवी जी को मूर्ति बनाकर मुख्यमंत्री कौन बनाए थे??
— Tushar® (@sirf_tushar) July 17, 2022
ଅନେକ ୟୁଜର ତେଜସ୍ବୀଙ୍କୁ ଏପରି ମଧ୍ୟ ଲେଖିଛନ୍ତି
Empty vessels makes too much noise. Yeshwant Sinha is no different – Indians know this.
— Fu-Qin Boi-Ling (@maulakhas) July 17, 2022
କିଛି ୟୁଜର ତେଜସ୍ବୀଙ୍କୁ କଡା ସ୍ବରରେ ଜବାବ ଦେଇଛନ୍ତି
Once his mother become CM overnight. But he is blaming Murmu ji who has experience.
This is Political thought.
#PresidentialElection2022 #Draupadi_Murmu #Draupatimurmu— kalpana Jhajharia कल्पना झाझडिया (@kalpanajhajhar1) July 17, 2022
Comments are closed.