ଭୁବନେଶ୍ୱର: ଭାରତରେ ୧୦ କୋଟି ବୁଷ୍ଟର ଡୋଜ୍ ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏହି ସୂଚନା ଦେଇଛନ୍ତି । ଶୁକ୍ରବାର ଅପରାହ୍ନରେ ମନ୍ତ୍ରୀ ମାଣ୍ଡଭିୟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।
ଏହା ସହିତ ଆହୁରି ୧୦ କୋଟି ଲୋକଙ୍କୁ ଅତିରିକ୍ତ ସୁରକ୍ଷା ତଥା ବୁଷ୍ଟର ଡୋଜ ଦିଆଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି । ‘ଆଜାଦୀ କା ଅମୃତ ମହୋତ୍ସବ’ ଜରିଆରେ ଦେଶର ସମସ୍ତ ବୟସ୍କ ନାଗରିକଙ୍କ ପାଇଁ ମାଗଣା ବୁଷ୍ଟର ଡୋଜ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
‘सबका प्रयास’ की एक और उपलब्धि!
देश में लगी 10 करोड़ से अधिक प्रिकॉशन डोज।
10 crore people now have an extra layer of safety.
Under PM @NarendraModi Ji’s leadership, ‘COVID Vaccination #AmritMahotsav ‘ is going on in full swing to provide free Precaution Dose for all adults. pic.twitter.com/8UVkuXic5T
— Dr Mansukh Mandaviya (@mansukhmandviya) August 5, 2022
Comments are closed.