Latest Odisha News

BREAKING NEWS

Browsing Tag

booster dose

ଓମିକ୍ରନ ପାଇଁ ମଡର୍ଣ୍ଣା ଉପଯୁକ୍ତ; ବ୍ରିଟେନରୁ ଆସିଲା ଅନୁମତି

ଭୁବନେଶ୍ୱର: ଏବେ ସଂକ୍ରମଣ ହେଉଥିବା ଓମିକ୍ରନ ପାଇଁ ମଡର୍ଣ୍ଣା ଟୀକା ଉପଯୁକ୍ତ । ସୋମବାର ବ୍ରିଟେନ ଏହାକୁ ଅନୁମତି ଦେଇଛି । ଏହି ଟୀକା ବର୍ତ୍ତମାନ ସଂକ୍ରମଣ ବଢ଼ାଉଥିବା ଓମିକ୍ରନ ଏବଂ ପୂର୍ବ ମୂଳ କୋଭିଡ-୧୯ ଭାଇରସକୁ ପ୍ରତିହତ କରିବା ପାଇଁ ସମର୍ଥ ବୋଲି ବ୍ରିଟେନର ଏମଏଚଆରଏ(ମେଡିସିନ…

ଦେଶରେ ଦିଆଗଲା ୧୦ କୋଟି ବୁଷ୍ଟର ଡୋଜ୍; କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଦେଲେ ସୂଚନା

ଭୁବନେଶ୍ୱର: ଭାରତରେ ୧୦ କୋଟି ବୁଷ୍ଟର ଡୋଜ୍ ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏହି ସୂଚନା ଦେଇଛନ୍ତି । ଶୁକ୍ରବାର ଅପରାହ୍ନରେ ମନ୍ତ୍ରୀ ମାଣ୍ଡଭିୟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଏହା ସହିତ ଆହୁରି ୧୦ କୋଟି ଲୋକଙ୍କୁ ଅତିରିକ୍ତ ସୁରକ୍ଷା ତଥା…

ଗଞ୍ଜାମରେ ମିଳୁନି କୋଭିସିଲ୍‌ଡ ଟିକା

ବ୍ରହ୍ମପୁର: ଗଞ୍ଜାମ ଜିଲାରେ କୋଭିସିଲ୍‌ଡ ଟିକା ଖୋଜିଲେ ମିଳୁନି । ଜିଲା ବ୍ୟାପି ସବୁଆଡ଼େ କୋଭିସିଲ୍‌ଡ ସରିଯାଇଛି। ଯାହା ଫଳରେ ଜିଲାରେ କୋଭିଡ ଟିକାକରଣ ପ୍ରଭାବିତ ହୋଇଛି । କେବଳ ବ୍ରହ୍ମପୁର ସହର ନୁହଁ, ଜିଲାର ଗ୍ରାମାଞ୍ଚଳ ଏବଂ ଛୋଟ ସହର ଗୁଡ଼ିକରେ ମଧ୍ୟ କୋଭିସିଲ୍‌ଡ ଶେଷ ହୋଇଯାଇଛି ।…

ବ୍ରହ୍ମପୁରରେ ବୁଷ୍ଟର ଡୋଜ୍‌: ପ୍ରଥମ ଦିନରେ ୨୩ ଶହଙ୍କୁ ମିଳିଲା ଟୀକା

ବ୍ରହ୍ମପୁର:ରାଜ୍ୟର ବିଭିନ୍ନ ସ୍ଥାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ଏହାର ମୁକାବିଲା ପାଇଁ ବ୍ୟାପକ ଟିକାକରଣ ଉପରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଅଧିକରୁ ଅଧିକ କ୍ୟାମ୍ପ ଆୟୋଜନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ବ୍ରହ୍ମପୁର…

ଜାଣନ୍ତୁ; ଭୁବନେଶ୍ୱରରେ କେଉଁ ହସପିଟାଲରେ ମିଳିବ ବୁଷ୍ଟର ଡୋଜ୍

ଭୁବନେଶ୍ବର: ଆସନ୍ତାକାଲି ଶୁକ୍ରବାର ଠାରୁ ୧୮ରୁ ୫୯ ବର୍ଗର ଲୋକଙ୍କୁ ମାଗଣା ପ୍ରିକସନାରୀ ଡୋଜ୍ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ଭୁବନେଶ୍ବରରେ କ୍ୟାପିଟାଲ ହସପିଟାଲ, ବିଏମସି ହସପିଟାଲ, ୟୁନିଟ 4 ୟୁପିଏଚସି , ପଟିଆ ୟୁସିଏଚସି, ଡୁମଡୁମା ୟୁଚିଏଚସି, ୟୁନିଟ୍ 8 ୟୁପିଏଚସି, ଆଇଆରସି…

ଜାଣନ୍ତୁ; ବ୍ରହ୍ମପୁରରେ କେଉଁଠି ମିଳିବ ବୁଷ୍ଟର ଡୋଜ୍‌

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଶୁକ୍ରବାର ଠାରୁ କରୋନା ଟୀକାର ବୁଷ୍ଟର୍‌ ଡୋଜ୍‌ ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ପ୍ରଦାନ କରାଯିବ । ଏନେଇ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଘୋଷଣା କରାଯାଇଛି । ସହରରେ ଥିବା ସମସ୍ତ ୮ଟି ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର(ୟୁପିଏଚ୍‌ସି)ରେ ସହରବାସୀ…

ମାଗଣା ବୁଷ୍ଟର ଡୋଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଵାଗତ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶରେ ସମସ୍ତ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତି ମାନଙ୍କୁ ମାଗଣା କୋଭିଡ ବୁଷ୍ଟର ଡୋଜ ଦେବାକୁ ନିଷ୍ପତ୍ତି ହୋଇଛି । ଆସନ୍ତା ଜୁଲାଇ ୧୫ ତାରିଖ ଠାରୁ ଦେଶରେ ୧୮ ବର୍ଷରୁ ୫୯ ବର୍ଷ ପର୍ଯ୍ୟନ୍ତ ବୟସର ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ ଦିଆଯିବ ।…

ତୃତୀୟ ଡୋଜ୍ ଓମିକ୍ରନ୍ ବିରୁଦ୍ଧରେ ଟିକା ପ୍ରଭାବକୁ ୮୮% କୁ ବୃଦ୍ଧି କରିପାରେ

ନୂଆଦିଲ୍ଲୀ: କୋଭିଡ-୧୯ ଟିକା ର ତୃତୀୟ ଡୋଜ ଓମିକ୍ରନ୍ ଭାରିଆଣ୍ଟରେ ଆକ୍ରାନ୍ତ ଜଣେ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧ ଶକ୍ତିକୁ ୮୮% ବୃଦ୍ଧି କରିପାରିବ ବୋଲି ବ୍ରିଟେନରେ କରାଯାଇଥିବା ନୂତନ ଅଧ୍ୟୟନରୁ ଜଣାପଡିଛି। ଦ୍ୱିତୀୟ ଡୋଜ୍ ତୁଳନାରେ ଅତ୍ୟାଧୁନିକ ମ୍ୟୁଟେଟେଡ୍ ଷ୍ଟ୍ରେନ୍ ଠାରୁ ଏହା ଏକ…

୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍‌ ପାଇଁ କୌଣସି ଡାକ୍ତରୀ ପ୍ରମାଣପତ୍ରର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ: ମଙ୍ଗଳବାର କେନ୍ଦ୍ର ସରକାର କହିଛନ୍ତି ଯେ ବର୍ତ୍ତମାନ ବୁଷ୍ଟର ଡୋଜ୍‌ ନେବାବେଳେ କୌଣସି ସାର୍ଟିଫିକେଟ୍ ଦେଖାଇବାର ଆବଶ୍ୟକତା ନାହିଁ। ଏହା ପୂର୍ବରୁ କୁହାଯାଇଥିଲା ଯେ ୬୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍‌ ପାଇଁ ଡାକ୍ତରୀ ପ୍ରମାଣପତ୍ର ପ୍ରସ୍ତୁତ…

ଦ୍ୱିତୀୟ ଡ଼ୋଜ୍ ଟିକା ନେବାର ୬ମାସ ପରେ ନେଇପାରିବେ ବୁଷ୍ଟର ଡ଼ୋଜ୍

ଦିଲ୍ଲୀ: ଦ୍ୱିତୀୟ ଡ଼ୋଜ୍ ଟିକା ନେବାର ୬ମାସ ପରେ ବୁଷ୍ଟର ଡ଼ୋଜ୍ ନେଇପାରିବେ। ଏହା ହେଉଛି ଉତ୍କୃଷ୍ଟ ସମୟ ବୋଲି କହିଛି ଭାରତ ବାୟୋଟେକ୍। ଭାରତ ବାୟୋଟେକର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଣା ଏଲ୍ଲା ବୁଧବାର ଦିନ ଏକ ସମ୍ମିଳନୀରେ କହିଛନ୍ତି, ଏ ସମ୍ପର୍କରେ ସରକାର ଅନ୍ତିମ ନିଷ୍ପତି…