କୋଲକତା: କୋଲକତାରେ ଇଣ୍ଡିଆନ ମ୍ୟୁଜିୟମରେ କାର୍ଯ୍ୟରତ ହେଡ କନଷ୍ଟେବଳ ଅକ୍ଷୟ ମିଶ୍ରଙ୍କ ଗୁଳିମାଡରେ ସିଆଇଏସଏଫ ଏଏସଆଇ ଆରକେ ଷଡ଼ଙ୍ଗୀଙ୍କ ମୃତ୍ୟୁ ହୋଇଛି । ଏହା ସହ ଜଣେ କମାଣ୍ଡାଣ୍ଟ ସୁବୀର ଘୋଷ ଗୁରୁତର ଆହତ ହୋଇଛନ୍ତି । ଅକ୍ଷୟ ମିଶ୍ର ନିଜ ଏକେ 47ରୁ ଗୁଳି ଚଳାଇ ହତ୍ୟା କରିଥିବା ସୂଚନା ମିଳିଛି । ଛୁଟି ନମିଳିବାରୁ ସେ ରାଗରେ ଗୁଳି ମାରିଛନ୍ତି । କୋଲକତା ପୋଲିସ ତାଙ୍କୁ ଅଟକ ରଖିଛି । ସେ ତାଙ୍କ ଏକେ 47ରୁ 25ରୁ 30 ରାଉଣ୍ଡ ଗୁଳି ମାଡ କରିଥିବା ଜଣାପଡିଛି ।
BREAKING NEWS
- ପ୍ରଧାନମନ୍ତ୍ରୀଙ୍କ ଅଯୋଧ୍ୟା ଗସ୍ତ; ରାମଲଲାଙ୍କୁ କରିବେ ଦର୍ଶନ
- ମସଲା କିଣିଲା ବେଳେ ହୋଇଯାଆନ୍ତୁ ସାବଧାନ, ହଳଦୀ ଏବଂ ଲଙ୍କାଗୁଣ୍ଡରେ ମିଶୁଛି ସିନ୍ଥେଟିକ୍ ରଙ୍ଗ
- ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର, ୧୦ ତାରିଖରେ ପଡିବ ଭୋଟ
- ବିଦ୍ୟୁତ୍ ଆଘାତରେ ବାପାପୁଅ ମୃତ
- ଆଜି ନିଟ୍-ୟୁଜି ପରୀକ୍ଷା: ଦେଶର ୫୫୭ଟି ସହରରେ ପରୀକ୍ଷା କେନ୍ଦ୍ର
- କବିତା ନିରଂତର : ଏକଦା ପଠିତ, ଏବେ ଅପଠିତ
- ଆଇଏଏଫ୍ର କନଭଏ ଉପରକୁ ଆତଙ୍କୀ ହମଲା
- ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୧)
- ତାତିରୁ ମିଳିପାରେ ଆଶ୍ବସ୍ତି: ୩ ରୁ ୫ ଡିଗ୍ରୀ କମି ପାରେ ଦିନ ତାପମାତ୍ରା
- ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ