ନ୍ୟୁୟର୍କ: ବିବାଦୀୟ ଲେଖକ ସଲମାନ ରଶିଦଙ୍କ ଉପରେ ନ୍ୟୁୟର୍କରେ ଆଜି ମରଣାତ୍ମକ ଆକ୍ରମଣ ହୋଇଛି । ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମଂଚ ଉପରେ ବସିଥିବା ବେଳେ ଜଣେ ଦୁବୃତ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ସଲମାନ ଏହି ଆକ୍ରମଣରେ ତଳେ ପଡି ଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ସେ ବିପଦମୁକ୍ତ ଅଛନ୍ତି କି ନାହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ପୋଲିସ ଆକ୍ରମଣକାରୀଙ୍କୁ ଅଟକ ରଖିଛି । ଭାରତୀୟ ବଂଶୋଦ୍ଭବ ତଥା ବ୍ରିଟେନ ନାଗରିକ ସଲମାନଙ୍କୁ ଦି ସାଟାନିକ ଭର୍ସେସ ପୁସ୍ତକ ପାଇଁ ହତ୍ୟା ଧମକ ମିଳିଥିଲା । ଉପରୋକ୍ତ ପୁସ୍ତକକୁ ଇସଲାମ ବିରୋଧୀ ଦର୍ଶାଇ ୧୯୮୮ରୁ ଇରାନରେ ଏହାକୁ ବ୍ୟାନ କରାଯାଇଛି । ସେବେଠାରୁ ସଲମାନ ଆମେରିକାରେ ରହୁଛନ୍ତି ।
BREAKING NEWS
- Australian Open: ଚୀନ୍ ଖେଳାଳିଙ୍କ ବିପକ୍ଷରେ ପିଭି ସିନ୍ଧୁଙ୍କ ଏକପାଖିଆ ବିଜୟ ହାସଲ; ସେମିଫାଇନାଲରେ କଲେ ପ୍ରବେଶ
- ପୁଣି ଇଣ୍ଡିଗୋ ବିମାନକୁ ମିଳିଲା ବୋମା ଧମକ, ଯାତ୍ରୀ ଆତଙ୍କିତ…
- ଫିଫା ବିଶ୍ୱକପ: ୯୬ ବର୍ଷ ଅପେକ୍ଷାର ହେବ ଅନ୍ତ, ପ୍ରଥମ ଥର ପାଇଁ ସାମ୍ନା ସାମ୍ନି ହେବେ ଏହି ଦୁଇ ଟିମ
- OPTCL କର୍ମଚାରୀଙ୍କୁ ଆକ୍ରମଣ ଘଟଣା; ମୁଖ୍ୟ ଅଭିଯୁକ୍ତ ସମେତ ୫ ଗିରଫ
- ଇତିହାସ ରଚିଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ରୁଷିଆନ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ-୨୦୨୬ର ହେଲେ ବିଜେତା
- ବୟସକୁ ରୋକିହେବ ! ମଣିଷଙ୍କ ଉପରେ ପରୀକ୍ଷଣ ଆରମ୍ଭ
- Daspalla BDO:ବିଡିଓଙ୍କ ଗାଡ଼ିକୁ ପଥର ମାଡ;ଦୁର୍ବୃତ୍ତ ଫେରାର
- ମାତ୍ର ୫ ଟଙ୍କାରେ ମିଳୁଛି ପେଟପୂରା ମାଛ-ଭାତ, ସରକାରଙ୍କୁ ପ୍ରଶଂସାରେ ପୋତିଲେ ଜନତା
- ମୀନାକ୍ଷୀ ନଟରାଜନଙ୍କୁ ବଡ଼ ଝଟକା, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
- ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା: କହିଲେ-ବିଧର୍ମୀ କାର୍ଯ୍ୟ କରୁଛି ଇସ୍କନ, ଖୁବଶୀଘ୍ର ନିଆଯିବ ପଦକ୍ଷେପ
Comments are closed.