ଆଲମବାଗ: ଆଲମବାଗରେ ରହୁଥିବା ଭାରତୀୟ କିସାନ ମୋର୍ଚ୍ଚାର ନେତା ଦେବେନ୍ଦ୍ର ତିୱାରୀ ଓ ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ମିଳିଛି । ତିୱାରୀଙ୍କ ଘର ବାହାରେ ଏକ ବ୍ୟାଗରୁ ଏହି ଧମକ ଭରା ପତ୍ର ମିଳିଥିଲା । ଆଲମବାଗ ପୋଲିସ ମୋକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସଲମାନ ସିଦ୍ଦିକ ନାମରେ ଆସିଥିବା ଏହି ଚିଠିରେ ଲେଖା ହୋଇଛି ଯେ, ବାରମ୍ବାର ବୁଝାଇବା ସତ୍ୱେ ତୁମେ ମାନୁ ନାହଁ । ପିଆଇଏଲ କାରଣ ଯୋଗୁ ମୁସଲମାନମାନେ ଅସୁବିଧାରେ ପଡିଛନ୍ତି । ଯୋଗୀଙ୍କ ଯୋଗୁ ସମସ୍ତ ସ୍ଲଟର ହାଉସ ବନ୍ଦ ହୋଇଯାଇଛି । ତୁ ଅପେକ୍ଷା କର କଣ ତୋ ଅବସ୍ଥା ହେଉଛି । ୧୫ ଦିନ ମଧ୍ୟରେ ଫଳ ତୁମ ସମ୍ମୁଖରେ ରହିବ । ତିୱାରୀ ରହୁଥିବା ଅଂଚଳର ସମସ୍ତ ସିସିଟିଭିକୁ ଯାଂଚ କରାଯାଉଛି । ଖୁବ ଶୀଘ୍ର ଏହି ପତ୍ର ଲେଖିଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
BREAKING NEWS
- Terror attack in J&K:ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ;ଜଣେ ମୃତ, ଅନ୍ୟ ଜଣେ ଆହତ
- କମନୱେଲଥ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଡେ
- ଇପିଏଫଓ ଆକାଉଣ୍ଟରୁ ଉଡ଼ିଗଲା ୧୯.୩୩ କୋଟି ଟଙ୍କା! ନୋକିଆ କର୍ମଚାରୀଙ୍କ ନାଁରେ CBI ର ଏଫଆଇଆର୍
- Odisha flood:ଏହି ଜିଲ୍ଲାରେ ୫ ଲକ୍ଷ ରୁ ଅଧିକ ଲୋକ ପ୍ରଭାବିତ; ୧ ଲକ୍ଷ ୭୬ ହଜାର ବିପନ୍ନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର
- ଫେରୁଛି ‘ସୁପର୍ ସିକ୍ସ’ ରୋମାଞ୍ଚ: ୨୪ ବର୍ଷ ପରେ ଆଫ୍ରିକା ମାଟିରେ ଖେଳାଯିବ କ୍ରିକେଟ୍ ବିଶ୍ୱକପ୍, ଦେଖିବାକୁ ମିଳିବ ନୂଆ ଅନ୍ଦାଜ
- ବନ୍ୟା ପରିସ୍ଥିତି ଓ ଲଗାଣ ବର୍ଷା: ଆସନ୍ତାକାଲି ଭଦ୍ରକ ଜିଲ୍ଲାରେ ବନ୍ଦ ରହିବ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି
- ରାମ ଗୋପାଳ ବର୍ମା ଏବଂ ଉର୍ମିଳା ଗୁପ୍ତ ଭାବରେ ମନ୍ଦିରରେ କରିଥିଲେ ବିବାହ! କାହିଁକି ପଡିଲା ସମ୍ପର୍କରେ ପୂର୍ଣ୍ଣଚ୍ଛେଦ?
- ଚାଉଳ ଗାଡ଼ିରେ ଚାଲିଥିବା ଗଞ୍ଜେଇ ଚାଲାଣକୁ ଧରିଲା ଏସଟିଏଫ୍, ଜଣେ ଅଭିଯୁକ୍ତ ଗିରଫ
- ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା:ପ୍ରଧାନଶିକ୍ଷକ ନିଲମ୍ବିତ
- ଓଡ଼ିଶାର ରେଳ ଭିତ୍ତିଭୂମିକୁ ମିଳିବ ‘ବୁଷ୍ଟର ଡୋଜ୍’: ରେଳମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Comments are closed.