ୱାଶିଂଟନ: ଆମେରିକା ଗୋଇନ୍ଦା ବିଭାଗ ରିପୋର୍ଟରେ ମିସାଇଲ ଆକ୍ରମଣ ଆଶଙ୍କା ଦର୍ଶାଯାଇଛି । ଫଳରେ ଆମେରିକା ତାର ଲଙ୍ଗ ରେଂଜ ଡିସ୍କ୍ରିମିନେଶନ ରାଡାର ସିଷ୍ଟମକୁ ଆଲର୍ଟ କରିବା ସହ ଏହାକୁ ରୁଷ ଏବଂ ଚୀନ ଆଡେ ମୁହାଁଇଛି । ଏହି ରାଡାର ବହୁତ ଦୂରତାରୁ ମିସାଇଲ ନେଇ ସତର୍କ କରାଇବା କ୍ଷମତା ରଖିଛି । ଅଲାସ୍କା ବ୍ୟତୀତ ଅନ୍ୟ କେତୋଟି ସ୍ଥାନରେ ଆମେରିକା ରାଡାର ସିଷ୍ଟମ ନିୟୋଜିତ କରିଛି । ଚୀନ, ରୁଷ ଏବଂ ଉତର କୋରିଆ ପ୍ରତି ଆମେରିକାର ଭୟ ରହିଛି । ଉପରୋକ୍ତ ରଡାର ଯୋଗୁ ସ୍ପେଶ କମାଣ୍ଡୋଙ୍କୁ ମଧ୍ୟ ଆଗୁଆ ସୂଚନା ମିଳିବ । ରୁଷର ଶକ୍ତିଶାଳୀ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମକୁ ଏହି ରାଡାର ୬୦୦ କିଲୋମିଟର ଦୂରରୁ ସ୍କାନ କରି ରିପୋର୍ଟ ଦେଇପାରିବ । ଆମେରିକା ଦୀର୍ଘ ଦିନ ଧରି ଏଲଆରଡିଆର ଉପରେ ଗବେଷଣା କରିବା ପରେ ଏବେ ଏହାକୁ ନିୟୋଜିତ କରିଛି । ତେବେ ଆମେରିକା ଏଭଳି ସର୍ତକତା ମୂଳକ ପଦକ୍ଷେପ ନେବା କିଛି ଗମ୍ଭୀର ସଙ୍କଟର ଆଭାସ ଦେଉଛି ବୋଲି ରକ୍ଷା ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ।
BREAKING NEWS
- ଚାରିଦିନିଆ ଓଡ଼ିଶା ଗସ୍ତରେ ବିହାରର କ୍ରୀଡ଼ା ମନ୍ତ୍ରୀ;ଉଚ୍ଚସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିର ପରିଚାଳନା ବିଷୟରେ ଜାଣିବା ପାଇଁ…
- Terror attack in J&K:ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ;ଜଣେ ମୃତ, ଅନ୍ୟ ଜଣେ ଆହତ
- କମନୱେଲଥ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଡେ
- ଇପିଏଫଓ ଆକାଉଣ୍ଟରୁ ଉଡ଼ିଗଲା ୧୯.୩୩ କୋଟି ଟଙ୍କା! ନୋକିଆ କର୍ମଚାରୀଙ୍କ ନାଁରେ CBI ର ଏଫଆଇଆର୍
- Odisha flood:ଏହି ଜିଲ୍ଲାରେ ୫ ଲକ୍ଷ ରୁ ଅଧିକ ଲୋକ ପ୍ରଭାବିତ; ୧ ଲକ୍ଷ ୭୬ ହଜାର ବିପନ୍ନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର
- ଫେରୁଛି ‘ସୁପର୍ ସିକ୍ସ’ ରୋମାଞ୍ଚ: ୨୪ ବର୍ଷ ପରେ ଆଫ୍ରିକା ମାଟିରେ ଖେଳାଯିବ କ୍ରିକେଟ୍ ବିଶ୍ୱକପ୍, ଦେଖିବାକୁ ମିଳିବ ନୂଆ ଅନ୍ଦାଜ
- ବନ୍ୟା ପରିସ୍ଥିତି ଓ ଲଗାଣ ବର୍ଷା: ଆସନ୍ତାକାଲି ଭଦ୍ରକ ଜିଲ୍ଲାରେ ବନ୍ଦ ରହିବ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି
- ରାମ ଗୋପାଳ ବର୍ମା ଏବଂ ଉର୍ମିଳା ଗୁପ୍ତ ଭାବରେ ମନ୍ଦିରରେ କରିଥିଲେ ବିବାହ! କାହିଁକି ପଡିଲା ସମ୍ପର୍କରେ ପୂର୍ଣ୍ଣଚ୍ଛେଦ?
- ଚାଉଳ ଗାଡ଼ିରେ ଚାଲିଥିବା ଗଞ୍ଜେଇ ଚାଲାଣକୁ ଧରିଲା ଏସଟିଏଫ୍, ଜଣେ ଅଭିଯୁକ୍ତ ଗିରଫ
- ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା:ପ୍ରଧାନଶିକ୍ଷକ ନିଲମ୍ବିତ
Comments are closed.