Latest Odisha News

ଇଣ୍ଟ୍ରୋଡକସନ ଟୁ ସାଇକୋଲୋଜି ଅଫ ଡିଜାବିଲିଟି’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ବିଜୟିନୀ ସ୍ମୃତି ଟ୍ରଷ୍ଟ ପକ୍ଷରୁ ବିଜୟିନୀ ସ୍ମୃତି ସଭା- ୨୦୨୨ ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର ପରିସରରେ ଆୟୋଜିତ ହୋଇ ଯାଇଛି । ଏହି ଅବସରରେ ଗୋପାଳ କୃଷ୍ଣ ନନ୍ଦ, ବିନୟ ଭୂଷଣ ମହାପାତ୍ର, ଭାଗିରଥି ମହାପାତ୍ର, ଭାଗିରଥି ମହାପାତ୍ର, ଇନ୍ଦ୍ରମଣି ଜେନାଙ୍କ ଲିଖିତ ‘ଇଣ୍ଟ୍ରୋଡକସନ ଟୁ ସାଇକୋଲୋଜି ଅଫ ଡିଜାବିଲିଟି’ ପୁସ୍ତକ ଉନ୍ମୋଚିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ରମାଦେବୀ ମହିଳା ମହାବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ, ଲେଖକ ଗୌରହରି ଦାସ, କେଶବ ଚନ୍ଦ୍ର ଶତପଥୀ ଏବଂ ସିପ୍ରା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.