ନୂଆଦିଲ୍ଲୀ: ପ୍ରଥମ ଭାରତୀୟ ଭାବେ ୨୦୨୪ ଅଲିମ୍ପିକ୍ ଯୋଗ୍ୟତା ହାସଲ କରିଛନ୍ତି ମେନ୍ଦିରତା । ବନ୍ଧୁକଚାଳକ ଭୋବନେଶ ମେନ୍ଦିରତା ପ୍ରଥମ ଭାରତୀୟ ଭାବେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି । କ୍ରୋଏସିଆେର ଆୟୋଜିତ ଆଇଏସ୍ଏସ୍ଏଫ୍ ସଟ୍ଗନ ବିଶ୍ବ ପ୍ରତିଯୋଗିତାର ପୁରୁଷ ଟ୍ରାପ୍ ଇଭେଣ୍ଟ୍ରେ ସେ ଚତୁର୍ଥ ସ୍ଥାନରେ ରହି ଏହି ଟିକେଟ୍ ନିଶ୍ଚିତ କରିଥିଲେ।
India’s #BhowneeshMendiratta secures India’s first @Paris2024 quota place in #Shooting by qualifying for the final medal match of the Men’s Trap at the @ISSF_Shooting #worldchampionship Shotgun in #Osijek #Croatia He shot 24/25 to top his ranking round. Congratulations! 🇮🇳🎉💪 pic.twitter.com/rWnlGn8DY3
— NRAI (@OfficialNRAI) September 28, 2022
ଏହି ପ୍ରତିଯୋଗିତାରେ ପଦକ ଜିତିବାରେ ମେନ୍ଦିରତା ବିଫଳ ହୋଇଥିଲେ। ୨୩ ବର୍ଷୀୟ ବିଶ୍ବର ଏହି ୧୪୪ ନମ୍ବର ଖେଳାଳି ଫାଇନାଲ୍ ପୂର୍ବରୁ ୨୫ରୁ ୨୪ ମାରି ଅଲିମ୍ପିକ୍ କୋଟା ନିଶ୍ଚିତ କରିଥିଲେ।
Comments are closed.